କଳ୍ପତରୁ ଓଝାଙ୍କୁ ବହିଷ୍କାର, ଦଳ ବିରୋଧି କାର୍ଯ୍ୟ ପାଇଁ ଆକ୍ସନ ନେଲେ ବିଜେଡି ସୁପ୍ରିମୋ
ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ଯୋଗୁ କଳ୍ପତରଙ୍କୁ ବହିଷ୍କାର କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ନିକଟରେ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଥିଲା … Read More