ସୁସ୍ଥ ସ୍ୱାସ୍ଥ୍ୟ ଓ ସୁନ୍ଦର ତ୍ୱଚା ପାଇଁ ଘି କୁଆଁରୀ

(ଓଡିଶା ଟାଇମ୍) : ଘି କୁଆଁରୀ ଆମ ଶରୀର ସ୍ୱାସ୍ଥ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । ଘିକୁଆରୀକୁ ଆୟୁର୍ବେଦିକ ଭାଷାରେ ଘୃତକୁମାରୀ କୁହାଯାଏ । ଘି କୁଆଁରୀକୁ ବ୍ୟବହାର କରି ଅନେକ ରୋଗରୁ ମୁକ୍ତି ପାଇ ପାରିବା । … Read More