ଜେସପିଏଲ ଫାଉଣ୍ଡେସନକୁ ମହାତ୍ମା ସମ୍ମାନ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍): କୋଭିଡ ମହାମାରୀ ମୁକାବିଲା ପାଇଁ ବହୁମୁଖୀ ସାମାଜିକ କାର୍ଯ୍ଯକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ସମ୍ମାନଜନକ ମହାତ୍ମା ପୁରସ୍କାରରେ ସମ୍ମାନିତ କରାଯାଇଛି | ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ କିରଣ ବେଦୀ ନୂଆଦିଲ୍ଲୀରେ ଆୟୋଜିତ ଏକ ପୁରସ୍କାର ବିତରଣ … Read More