ଦଶାହରେ ପ୍ରବୀରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ମୃତ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦଶାହ ଅବସରରେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ା ଏଥିସହ ଶୁକ୍ରବାର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବରିଷ୍ଠ ସାମ୍ବାଦିକ … Read More

କରୋନା ନେଲା ଆଉ ଏକ ଯୁବ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଯୁଦ୍ଧରେ ହାରିଗଲେ ଓଡିଶାର ଯୁବ ସାମ୍ବାଦିକ । କରୋନା ସହ ଲଢେଇ କରି ଶେଷରେ ଜୀବନ ହାରିଲେ ଆଉ ଜଣେ ସାମ୍ବାଦିକ । ଘରୋଇ ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍ ୧୮ ଓଡିଆର ଯୁବ ସାମ୍ବାଦିକ … Read More

ଦାଦାବଟି ମାଗିବା ଅଭିଯୋଗରେ ୬ଜଣ ସାମ୍ବାଦିକ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦାଦାବଟି ମାଗିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ୬ଜଣ କିଛି ୱେବ ପୋର୍ଟାଲର ସାମ୍ବାଦିକ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, କାର୍‌ ଓ … Read More

ହାଥରସ ମାମଲା: ଗଣମାଧ୍ୟମକୁ ମିଳିଲା ପୀଡ଼ିତାଙ୍କ ଗାଁକୁ ପ୍ରବେଶ ଅନୁମତି, ରାଜନୈତିକ ଦଳ ପାଇଁ କଟକଣା ବଳବତ୍ତର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୈତିକ ହଟ୍ଟଗୋଳ ଜାରି ରହିଛି। ଏହାରି ଭିତରେ ପ୍ରଶାସନ ପୀଡ଼ିତାଙ୍କ ଗାଁକୁ ପୂରା ସିଲ୍ କରି ୧୪୪ ଧାରା ଲାଗୁ କଲା। ଏହା ସହ ସମସ୍ତଙ୍କୁ ଗାଁକୁ ଭିତରକୁ ଯିବା … Read More

ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର । ଭୁବନେଶ୍ବର ୟୁନିଟ୍ ୩ ସ୍ଥିତ ସାମ୍ବାଦିକଙ୍କ ଘରୁ ଚୋରୀ କରିଛନ୍ତି ଦୁର୍ବୃତ୍ତ । ଘରର ମେନ୍ ଗେଟ୍ ଓ ଘର ତାଲା ତାଡି କଳାକନା ବୁଲାଇ ଦେଇଥିବା … Read More

କରୋନାରେ ମୃତ ୨ସାମ୍ବାଦିକଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ମୃତ ୨ ଜଣ ସାମ୍ବାଦିକଙ୍କୁ ସହାୟତା ଘୋଷଣା । ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୫ଲକ୍ଷ ଟଙ୍କା । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ … Read More

ଟିକେଟ୍‌ ମହଲରେ ସାମ୍ବାଦିକ ଓ ମିଡିଆ ମ୍ୟାନେଜର

ନିର୍ବାଚନ ତାରିଖ ଘୋଷଣା ପରେ ଏବେ ସବୁ ଦଳରେ ଟିକେଟ୍‌ ଚିନ୍ତା ଚାଲିଛି। ସମସ୍ତେ ଖୋଜୁଛନ୍ତି ଜିତିବା ଯୋଗ୍ୟ ପ୍ରାର୍ଥୀ। ଏଥିପାଇଁ ଅନେକ କସରତ ଚାଲିଛି। କେତେବେଳେ ଦଳୀୟ ଗୁଇନ୍ଦା ତ କେତେବେଳେ ପ୍ରାର୍ଥୀଙ୍କ ବାେ୍ରାଡାଟା ଆଉ କେତେବେଳେ ବରିଷ୍ଠ ନେତାଙ୍କ … Read More