ଓଡ଼ିଶାରେ ୧ନମ୍ବର ଡିଜିଟାଲ ସେବା ପ୍ରଦାନକାରୀଭାବେ ଜିଓର ଦବ୍‌ଦବା ଜାରି

ଭୁବନେଶ୍ୱର, (ଓଡିଶା ଟାଇମ୍) : ଓଡ଼ିଶାରେ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ … Read More

ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’ ଜିଓଫାଇବର୍ ପକ୍ଷରୁ ସମସ୍ତ ନୂଆ ଗ୍ରାହକଙ୍କ ପାଇଁ “ବିନା ସର୍ତରେ ୩୦ ଦିନ ମାଗଣା ପରୀକ୍ଷଣ” ସୁଯୋଗ ସମ୍ପର୍କରେ ଘୋଷଣା

ମୂମ୍ବାଇ / ଭୁବନେଶ୍ୱର, (ଓଡିଶା ଟାଇମ୍) : ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍‌’ (ନୟେ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମମନ୍ତେ … Read More

ଭାରତର ବଜାରକୁ ନେଇ ଫେସବୁକ୍-ଗୁଗୁଲର ତୀବ୍ର ପ୍ରତିଯୋଗିତା

ଜିଓ-ଫେସବୁକ୍ ଡିଲ୍ ପରେ ଗୁଗୁଲ ଭୋଡା-ଆଇଡିଆରେ ବିନିଯୋଗ କରିବ ଗତ କିଛିଦିନ ହେବ ମାଇକ୍ରୋସଫ୍ଟ, ଗୁଗୁଲ୍ ଏବଂ ଫେସବୁକ୍ ପରି ବିଶ୍ୱର ବଡ଼ ବୈଷୟିକ କମ୍ପାନୀଗୁଡ଼ିକ ପାଇଁ ଭାରତ ଏକ ଯୁଦ୍ଧ କ୍ଷେତ୍ର ପାଲଟିବାରେ ଲାଗିଛି । ଏହି ସମସ୍ତ କମ୍ପାନୀ … Read More

ଜିଓ ପ୍ଲାଟଫର୍ମ୍‌ସରେ ୧୧ ହଜାର ୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଅନ୍ୟତକ ଅନ୍ତରାଷ୍ଟ୍ରୀୟ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ … Read More

ଜାନୁୟାରୀରେ ଜିଓ ଯୋଡିଲା ଓଡ଼ିଶାରୁ ୨.୮ ଲକ୍ଷ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡିଶରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୂୟାରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ … Read More

ଅର୍ଥନୀତିରେ କରୋନା ପ୍ରଭାବ: ଫେସ୍‌ବୁକ୍‌ କିଣିଲା ଜିଓ ଶେୟାର, ଟେକ୍ନୋଲୋଜି କ୍ଷେତ୍ରରେ ସବୁଠାରୁ ବଡ଼ ଏଫ୍‌ଡିଆଇ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତୀୟ ଶିଳ୍ପ ଅର୍ଥନୀତିରେ କରୋନା ପ୍ରଭାବ ବଢ଼ିବାରେ ଲାଗିଛି। କୋଭିଡ୍‌୧୯ ଯୋଗୁ ମାନ୍ଦା ହୋଇଥିବା ବିଶ୍ଵ ବଜାର ଭାରତୀୟ ମୁହାଁ ହୋଇଥିବା ଦେଖିବାକୁ ମିଳୁଛି। ପ୍ରଥମେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ ଚୀନ ପୁଞ୍ଜି ନିବେଶ ଏବଂ ଏହାକୁ ନେଇ … Read More

ଅଟୋ ଏକ୍ସପୋ୨୦୨୦: ଜିଓର କନେକ୍ଟଡ଼୍‌ ଭେଇକିଲ୍‌

ଭୁବନେଶ୍ୱର: ଗ୍ରେଟର ନୋଏଡା ଠାରେ ଆୟୋଜିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ରିଲାଏନ୍ସ ଜିଓ ପକ୍ଷରୁ ଆଗାମୀ ପିଢ଼ିର କନେକ୍ଟେଟ ଯାନବାହନ ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଛି । ଯାନବାହନ ଶିଳ୍ପର ସଂପ୍ରତି ପ୍ରଯୁକ୍ତି ଓ ସଂଯୋଗ (କନେକ୍ଟିଭିଟି)ର ନୂତନ ଯୁଗରେ ଦ୍ରୁତ … Read More

ବିନା ମୋବାଇଲ ନେଟୱର୍କରେ କଲ୍ କରିପାରିବେ ଜିଓ ଏବଂ ଏୟାରଟେଲ ଗ୍ରାହକ

ଭୁୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ଏବେ ଭାରତର ଦୁଇ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବଂ ଜିଓ ଆରମ୍ଭ କରିବାକୁ ଯାଉଛନ୍ତି ଭଏସ୍‍ ଅନ୍‍ ୱାଇଫାଇ ବା ଭିଓ ୱାଇଫାଇ ସେବା । ମହାରାଷ୍ଟ୍ର, କେରଳ ଏବଂ ପଶ୍ଚିମବଙ୍ଗର ସହରରେ କିଛି … Read More

ଜିଓର ନିଟ ଲାଭ ୪୫.୬% ବୃଦ୍ଧି, ୮୯୧ କୋଟି ଟଙ୍କାରେ ପହଞ୍ଚିଲା

ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (ଅପ୍ରେଲ ରୁ ଜୁନ) ର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି | ଅପ୍ରେଲ ରୁ ଜୁନ ତ୍ରୟମାସରେ ରିଲାଏନ୍ସ ଜିଓର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିବା ସହିତ ନିଟ ଲାଭ … Read More

ଜିଓ ଓ ଶାଓମି ପକ୍ଷରୁ ଆକର୍ଷଣୀୟ ରେଡ୍‌ମି- ଗୋ ଜିଓ ଡିଜିଟାଲ୍ ଲାଇଫ୍ ଅଫର ସହିତ ‘ଆପଣଙ୍କ ନୂଆ ଦୁନିଆ’ ସୃଷ୍ଟି

ବିଶ୍ୱର ସର୍ବବୃହତ ମୋବାଇଲ୍ ନେଟୱର୍କ ଜିଓ ପକ୍ଷରୁ ସ୍ୱତନ୍ତ୍ର ରେଡ୍ମି ଗୋ ଅଫର୍ ସହିତ ଭାରତୀୟଙ୍କ ପାଇଁ ପୁଣି ଏକ ଆକର୍ଷଣୀୟ ଡିଜିଟାଲ୍ ସମ୍ଭାର ଆଣିଦେଇଛି । ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଶାଓମି ରେଡ୍ମି ଗୋ ସହିତ ଜିଓ ପକ୍ଷରୁ … Read More