କାଶ୍ମୀର ଉପତ୍ୟକାରେ ବଢୁଥିବା ଆକ୍ରମଣକୁ ନେଇ ଆତଙ୍କିତ ପ୍ରବାସୀ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଜମ୍ମୁ–କାଶ୍ମୀରରେ ବଢିଚାଲିଥିବା ଆତଙ୍କୀ ଆକ୍ରମଣ ଏବଂ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଏବେ ପୁରା ଦେଶରେ ଚହଳ ସୃଷ୍ଟି ହୋଇ ଯାଇଛି । କିଛି ବର୍ଷ ହେବ ଶାନ୍ତ ପଡିଥିବା କାଶ୍ମୀର ଉପତ୍ୟକା ଏବେ ଅମାନବୀୟ ବନ୍ଧୁକଧାରୀଙ୍କ ଆତଙ୍କରେ ଥରୁଛି … Read More

ଜମ୍ମୁ ଟୋଲ ପ୍ଲାଜାରେ ଏନକାଉଣ୍ଟର, ୪ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡିଶା ଟାଇମ୍) : ଜମ୍ମୁର ନାଗ୍ରୋଟାସ୍ଥିତ ଏକ ଟୋଲ ପ୍ଲାଜାରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଜଣା ପଡ଼ିବା ପରେ ସୁରକ୍ଷା ବାହିନୀ ସେହି … Read More

ଶୋପିଆନ ଏନକାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି। ଶୋପିଆନ ଜିଲ୍ଲାର ଚକୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଆଜି ୨ଆତଙ୍କବାଦୀଙ୍କୁ ଗୁଳି କରି ମାରିଛନ୍ତି। ଏବେ ଶବକୁ ଉଦ୍ଧାର କରାଯାଇନାହିଁ। ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା … Read More

ପୁଲୱାମା ଆକ୍ରମଣ ଭଳି ଚାଲିଥିଲା ଷଡଯନ୍ତ୍ର,କାରରୁ ମିଳିଲା ବିସ୍ଫୋରକ ସାମଗ୍ରୀ, ଡ୍ରାଇଭର ଫେରାର୍

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜାମ୍ମୁ କାଶ୍ମୀରରେ ଆଜି ପୁଲୱାମା ଆକ୍ରମଣ ଭଳି ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ବିଫଳ ହୋଇଛି । ପୁଲୱାମା ନିକଟସ୍ଥ ଏକ ସାଣ୍ଟ୍ରୋ କାରରେ ବହୁ ପରିମାଣର ବିସ୍ଫୋଟକ ଜବତ ହୋଇଛି । ପୋଲିସର ସୂଚନାନୁସାରେ, କାରରେ ନକଲି … Read More