ଜଳଦ କୁମାର ତ୍ରିପାଠୀ ହଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ସୁପାରିସିକୁ ସ୍ଵିକୃତୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହାଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରିପାଠୀ। ତିନିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ … Read More