କାଲି ଇସ୍ତଫା ଦେଇଥିଲେ, ଆଜି ପ୍ରତ୍ୟାହାର କରିନେଲେ ଜଗନ୍ନାଥ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) : ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମଙ୍ଗଳବାର ସେ ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ଚୟନରେ ତାଙ୍କୁ ନ ପଚାରି ନିଷ୍ପତ୍ତି ନିଆଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । … Read More