ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ ; ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ, (ଓଡିଶା ଟାଇମ୍) : ବହୁ ପ୍ରତିକ୍ଷିତ ତଥା ବହୁ ଦୁର୍ଲଭ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟାରେ ପ୍ରଭୁଙ୍କ ଏହି ବେଶ ଶେଷ … Read More

କେବଳ ବିଧିରେ ସୀମିତ ରହିବ ଅକ୍ଷୟ ତୃତୀୟା, ମେ’ ୩ ପରେ ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏ ବର୍ଷ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି କେବଳ ବିଧିରେ ସୀମିତ ରହିବ। ବାହାରେ କୌଣସି କାର୍ଯ୍ୟ ହେବ ନାହିର୍ର୍। ଅର୍ଥାତ୍‌ ରଥ କାଠ ଅନୁକୂଳ ନେଇ ଯେୁଁ ପରମ୍ପରା ରହିଛି ତାହା କେବଳ ବିଧି ଅନୁସାରେ … Read More