ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ
ଭୁବନେଶ୍ବର, (ଓଡିଶା ଟାଇମ୍) : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲେ ମଧ୍ୟ ଆଜି କାଳିଆ ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି। ପ୍ରାୟ ୩ ବର୍ଷ ଧରି ଜୀବନ ସହ ସଂଗ୍ରାମ କରି ହାରିଯାଇଛି କାଳିଆ। ଡାକ୍ତରଙ୍କ ଆପ୍ରାଣ … Read More