କଟକ ଓ ବାଲେଶ୍ଵର ଏସ୍ପି ବଦଳିଲେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବାଲେଶ୍ଵର ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟରତ ଯୁଗଳ କିଶୋର କୁମାର ବନୋଥଙ୍କୁ ବଦଳି କରାଯାଇଛି। ୨୦୧୧ ବ୍ୟାଚ୍ର ଏହି ଆଇପିଏସ୍ ଅଧିକାରୀଙ୍କୁ କଟକର ପୁଲିସ ଅଧୀକ୍ଷକ ( ଏସ୍ପି) ଭାବେ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। … Read More