୩ ସପ୍ତାହ ପାଇଁ ବନ୍ଦ ରହିବ ପାରାଦୀପ ଆଇଓସିଏଲ୍ ପ୍ଲାଣ୍ଟ୍
ପାରାଦୀପ, (ଓଡିଶା ଟାଇମ୍) : ପାରାଦୀପସ୍ଥିତ ଆଇଓସିଏଲ୍ ର ମେଣ୍ଟେନାନ୍ସ କାମ ପାଇଁ ଆସନ୍ତା ଜୁଲାଇ ୨୫ ତାରିଖରୁ ସଟ୍ଡାଉନ୍ ହେବାକୁ ଯାଉଛି । ଆଗାମୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ଲାଣ୍ଟ ପରିସରରେ ବିଭିନ୍ନ ମରାମତି କାର୍ଯ୍ୟ ଚାଲୁ ରହିବା ନେଇ … Read More