କଳାପାଣି ପ୍ରସଙ୍ଗ – ସେନା ମୁଖ୍ୟଙ୍କଦ୍ୱାରା ନେପାଳ ପ୍ରଧାନମନ୍ତ୍ରୀ ଅପଦସ୍ତ

 ଓଲି ତାଙ୍କ ସେନାମୁଖ୍ୟଙ୍କୁ ଭାରତ ବିରୋଧରେ ବୟାନ ଦେବାକୁ କହିଲେ, ନେପାଳୀ ସେନାମୁଖ୍ୟ ମନା କରି ଦେଲେ  ନେପାଳର କମ୍ୟୁନିଷ୍ଟ ସରକାରଙ୍କୁ ଭାରତ ବିରୋଧ କରିବାରୁ ଏବେ ଅପଦସ୍ତ ହେବାରେ ଲାଗିଛନ୍ତି । ଅନ୍ୟ କେହି ନୁହେଁ ନେପାଳ ସେନାର ସେନାମୁଖ୍ୟ … Read More

ଡବ୍ଲ୍ୟୁଏଚଓର ଚେତାବନୀକୁ ଭାରତର ପ୍ରତ୍ୟାଖାନ

ଡବ୍ଲ୍ୟୁଏଚଓର ପରାମର୍ଶକୁ ବେଖାତିର କରି କରୋନା ଭୂତାଣୁର ନିଦାନ ପାଇଁ ଭାରତ ଏଚସିକ୍ୟୁ ଔଷଧ ବ୍ୟବହାର ଜାରି ରଖିବାକୁ ଭାରତ ନିଷ୍ପତ୍ତି ନେଇଛି । ଏ ସମ୍ପର୍କରେ ଆଇସିଏମଆରର ନିଷ୍ପତ୍ତିକୁ ଦେଶର ସମସ୍ତ ବଡ଼ ଗବେଷକମାନେ ସମର୍ଥନ କରୁଛନ୍ତି । ବୈଜ୍ଞାନିକ … Read More

ପୁଲୱାମା ଆକ୍ରମଣ ଭଳି ଚାଲିଥିଲା ଷଡଯନ୍ତ୍ର,କାରରୁ ମିଳିଲା ବିସ୍ଫୋରକ ସାମଗ୍ରୀ, ଡ୍ରାଇଭର ଫେରାର୍

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜାମ୍ମୁ କାଶ୍ମୀରରେ ଆଜି ପୁଲୱାମା ଆକ୍ରମଣ ଭଳି ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ବିଫଳ ହୋଇଛି । ପୁଲୱାମା ନିକଟସ୍ଥ ଏକ ସାଣ୍ଟ୍ରୋ କାରରେ ବହୁ ପରିମାଣର ବିସ୍ଫୋଟକ ଜବତ ହୋଇଛି । ପୋଲିସର ସୂଚନାନୁସାରେ, କାରରେ ନକଲି … Read More

ଲଦାଖରେ ଏଲଏସିରେ ଟେନସନ: ସୋସିଆଲ ମିଡ଼ିଆରେ ୧୯୬୭ ଯୁଦ୍ଧକୁ ଲୋକମାନେ କାହିଁକି ମନେ ପକାଉଛନ୍ତି?

ଚୀନ୍ ସବୁବେଳେ ଚାପର କୌଶଳରେ ପଡ଼ୋଶୀମାନଙ୍କୁ ଗାଳିଗୁଲଜ କରିବାକୁ ଚେଷ୍ଟା କରିଛି ଭାରତ ଏବଂ ଚୀନ୍ ମଧ୍ୟରେ ଶେଷ ରକ୍ତାକ୍ତ ସଂଘର୍ଷ ୧୯୬୭ରେ ହୋଇଥିଲା ଯେଉଁଥିରେ ୪୦୦ ଚୀନ୍ ସୈନିକ ନିହତ ହୋଇଥିଲେ ସେହି ସଂଘର୍ଷରେ କେବଳ ଭାରତର ୮୮ଜଣ  ସୈନିକ … Read More

କାଶ୍ମୀରରେ ଭାରତର ମନା ପରେ ବି ଟ୍ରମ୍ପ ଏଥର ଚୀନ୍ ସହିତ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି

  ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ହୋଇଥିବା ବିବାଦର ସମାଧାନ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ଯାହା ଭାରତଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହା ସତ୍ତ୍ୱେ ଟ୍ରମ୍ପ ବର୍ତ୍ତମାନ ଚୀନ୍ … Read More

ନେପାଳ ପିଠିରେ ପଡ଼ିଲା ନାହିଁ ଚୀନ୍‌

 “ଦୟାକରି ଆମଠାରୁ ଚା ଏବଂ ପାମ୍‌ ତେଲ କିଣନ୍ତୁ”, ଭାରତକୁ କରୋନା ହେବାର କାରଣ ପଚାରିବା ପରେ ନେପାଳ ଭାରତକୁ ଭିକ୍ଷା ମାଗୁଛି !  ଭାରତ ସହିତ ଶତ୍ରୁତା କରିବା ଭଲ କଥା ନୁହେଁ ବୋଲି ନେପାଳ ଖୁବ୍‌ କମ୍‌ ଦିନ … Read More

ଚୀନ୍‌ର ମେରୁଦଣ୍ଡ ବହୁତ ଦୁର୍ବଳ ?

୪ ପାଦ ଆଗକୁ, ୫ ପାଦ ପଛକୁ, ଭାରତକୁ ଚ୍ୟାଲେଞ୍ଜ କରିବା ପରେ ଚୀନ୍ କହିଲା – “ଭାଇ, ଆମେ ଯୁଦ୍ଧ କରିବା ଉଚିତ୍ ନୁହେଁ ।’’ ମଇ ମାସ ଆରମ୍ଭରୁ ଚୀନ୍‌କୁ ପ୍ରକୃତ ନିୟନ୍ତ୍ରଣ ଲାଇନ୍‌ରେ ଗୁଣ୍ଡାଗର୍ଦ୍ଦି କରିବା ଦେଖିବାକୁ … Read More

ଭାରତରେ ଲକଡାଉନ ବିଫଳ ହୋଇଛି : ରାହୁଲ ଗାନ୍ଧୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ ଅବଧି । ଏହା ପୂର୍ବରୁ ଆଜି ଏ ସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା … Read More

ଅଭିନେତା କିରଣ କୁମାରଙ୍କୁ କରୋନା ପଜିଟିଭ

ମୁମ୍ବାଇ , (ଓଡିଶା ଟାଇମ୍) : ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । କିରଣ ନିଜେ ଏ ନେଇ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, କିରଣଙ୍କର … Read More

ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ : ଜୁନ୍‌ ମଧ୍ୟଭାଗରୁ ଉଡ଼ିବ ଆନ୍ତର୍ଜାତିକ ବିମାନ !

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏଥିଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ୨୦ ତାରିଖରେ କୋଭିଡ୍‍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଲକଡାଉନ୍‍ ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି … Read More