ଆଜିଠୁ ଗଡ଼ିଲା ୨୦୦ ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) :ଅନ୍‌ଲକ୍‌ ଓ୍ୱାନ୍ ପରେ ପ୍ରଥମ ପର୍ୟ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏଥି ମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା … Read More

ମନ୍ କି ବାତ୍ : ଓଡିଶାକୁ ପ୍ରଶଂସା କଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୫ତମ ‘ମନ କି ବାତ୍’ ରେଡିଓ କାର୍ୟ୍ୟକ୍ରମରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖୁ ପ୍ରଧାନମନ୍ତ୍ରୀ ନିଜ ମନ କଥା ଦେଶବାସୀଙ୍କ ସାମ୍ନାରେ ରଖୁଛନ୍ତି … Read More

ଭାରତରେ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୮ ହଜାର ୩୮୦ ଆକ୍ରାନ୍ତ ଚିହ୍ନଟ, ୧୯୩ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ରେକର୍ଡ ଭାଙ୍ଗିଛି । ଭାରତରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଦେଶରେ ଭୟଙ୍କର ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ … Read More

କଟକଣା କୋହଳ ସହ ଜୁନ୍ ଶେଷଯାଏଁ ଲକ୍‌ଡାଉନ୍‌ ବଢ଼ାଇଲା ତାମିଲନାଡୁ

ଚେନ୍ନାଇ,(ଓଡିଶା ଟାଇମ୍) : ତାମିଲନାଡୁ ସରକାର କରୋନାଭାଇରସ୍ ଲକ୍‌ଡାଉନ୍ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି । କିନ୍ତୁ, ଏହି ସମୟ ମଧ୍ୟରେ ଅନେକ କଟକଣା ମଧ୍ୟ କୋହଳ କରାଯାଇଛି । ରାଜ୍ୟରେ ଆଶିଂକଭାବେ ସାଧାରଣ ପରିବହନ ଓ ରେସ୍ତୋରାଁ ଚାଲୁ … Read More

୧୫ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ବଢାଇଲା ଏହି ରାଜ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକି କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁନ୍ ୧୫ ଯାଏଁ ଲକଡାଉନ୍ ବଢାଇଲେ ମଧ୍ୟପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର … Read More

କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଖୋଲିବ ହୋଟେଲ, ସିନେମା ହଲ୍

ନୂଆଦିଲ୍ଲୀ ,(ଓଡିଶା ଟାଇମ୍) : କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ଲକଡ଼ାଉନ୍ ଅବଧି ବଢ଼ିଲା । କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ … Read More

ଷଡ଼ଯନ୍ତ୍ର ଉଦ୍ୟମ ରଚିଥିବା ଆତଙ୍କୀକୁ ଚିହ୍ନଟ କଲା ପୋଲିସ

ଶ୍ରୀନଗର, (ଓଡ଼ିଶା ଟାଇମ୍‌): ଗତକାଲି ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ବିସ୍ଫୋରକ (ଆଇଇଡ଼ି) ଥିବା ସାଣ୍ଟ୍ରୋ କାରର ମାଲିକ ସମ୍ପର୍କରେ ସୂଚନା ହସ୍ତଗତ ହୋଇଛି । ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ … Read More

୨୪ ଘଣ୍ଟାରେ ଦେଶରେ ୬,୬୬୬ ନୂଆ ସଂକ୍ରମିତ ଚିହ୍ନଟ,୧୯୪ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୬ ହଜାର ୬୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ … Read More

ସ୍ମାର୍ଟଫୋନରେ ଆଣ୍ଟ ସ୍ମାଶର୍ ଖେଳୁଛି ବେଙ୍ଗ, ଇଣ୍ଟରନେଟରେ ହାସ୍ୟସ୍ପଦ ପାଲଟିଲା ।

ଭୁବନେଶ୍ବର, (ଓଡିଶା ଟାଇମ୍ ): ଏକ ଆଫ୍ରିକୀୟ ବେଙ୍ଗ ମୋବାଇଲ୍ ଗେମରେ ଖାଦ୍ୟ ଧରିବାକୁ ଚେଷ୍ଟା କରୁଥିବାର ଦେଖିଥିଲୁ । ଯାହାର କ୍ଲିପ୍ ସୋସିଆଲ୍ ମିଡିଆରେ ନିଜର ସ୍ଥାନ ପାଇଥିଲା ଏବଂ ଯାହା ପୁଣି ଥରେ ଭାଇରାଲ୍ ହେଉଛି । ମୌଳିକ … Read More

କରୋନା ପରିସ୍ଥିତିରେ ଭାରତ କେତେ ସଫଳ ଏବଂ କେତେ ବିଫଳ !

 ଭାରତ କେତେ ଭୟ କରିବା ଉଚିତ୍ ? ଇଣ୍ଟରନେଟରେ କୋଭିଡ଼୍‌ – ୧୯ର ବିସ୍ତୃତ ବିଶ୍ଳେଷଣ ।  ଭାରତରେ ଏହି ଲକ୍‌ଡାଉନ୍ ଲାଗୁ ହେବାର ପ୍ରାୟ ୨ ମାସ ବିତିଗଲାଣି ଏବଂ ଦେଶରେ ଆର୍ଥିକ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହୋଇଛି … Read More