ଭାରତରେ ୨ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟାରେ ୨୧୭ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ରେ ପହଞ୍ଚିଛି । ଗତ ୩ ଦିନ ହେଲା ଭାରତରେ ଦୈନିକ ୮ … Read More

ଲଦାଖ ସୀମାରେ ଭାରତ ସହ ତିକ୍ତତା, ତିବ୍ଦତରେ ରାତିର ଅନ୍ଧକାରରେ ଯୁଦ୍ଧଭ୍ୟାସ କରୁଛି ଚୀନ୍

 ଗତ କିଛିଦିନ ହେବ ଲଦାଖରେ ଭାରତ ଏବଂ ଚୀନ୍ ସୀମାରେ ଉଭୟ ଦେଶର ସୈନ୍ୟ ମୁତୟନ କରାଯାଉଛି ବିଶ୍ୱ ଏହି ତିକ୍ତ ପରିସ୍ଥିତି ଉପରେ ନଜର ରଖିଛି, ଆମେରିକା ଚୀନ୍‌କୁ କୂଟନୈତିକ ବ୍ୟବହାର କରିବାକୁ ନିବେଦନ କରିଛି ଆମେରିକାର ଆବେଦନ ସତ୍ତ୍ୱେ ତିବ୍ଦତରେ ଭାରତ … Read More

ଟ୍ରମ୍ପଙ୍କ ଧମକ ପରେ ଡବ୍ଲ୍ୟୁଏଚଓର ସ୍ୱର ବଦଳିଲା- ‘ ଚୀନ୍‌ ଆମକୁ ତଥ୍ୟ ନ ଦେଇ ଧୋକ୍କା ଦେଇଛି’

କରୋନା ମହାମାରୀକୁ ନେଇ ଚୀନ୍ ଏବଂ ଡବ୍ଲ୍ୟୁଏଚଓ ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ହୋଇଛି । ଚୀନ୍‌ ନିଜର ଭୁଲ ଲୁଚାଇଛି ବୋଲି କହିବା ସହିତ ଡବ୍ଲ୍ୟୁଏଚଓ ବିଶ୍ୱ ଦୃଷ୍ଟିରେ ଭଲ ହେବାର ପ୍ରୟାସ ଆରମ୍ଭ କରିଛି । ଆମେରିକାର … Read More

ଭାରତ-ଚୀନ୍ ଉତ୍ତେଜନା: ଲଦାଖ ଲୋକମାନେ ଭୟଭୀତ – ୧୯୬୨ ଭଳି ସାମରିକ ପଦକ୍ଷେପ

ଲଦାଖରେ ଭାରତ-ଚୀନ୍‌ର ତିକ୍ତତାକୁ ଦୂର କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି । କିନ୍ତୁ ବଢ଼ୁଥିବା ଉତ୍ତେଜନା ଯୋଗୁଁ ସୀମା ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ଆତଙ୍କିତ ଅବସ୍ଥାରେ ପକାଇ ଦେଇଛି । ଚୁସୁଲର ସୀମାନ୍ତବର୍ତ୍ତୀ ଗାଁର ଲୋକମାନେ କହିଛନ୍ତି … Read More

ମୋଦିଙ୍କ ଉପରେ ଓଡିଶାବାସୀ ସବୁଠୁ ଅଧିକ ସନ୍ତୁଷ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଦେଶରେ ସବୁ ମୁଖ୍ୟମନ୍ତୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ । ସେହିଭଳି ଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଓଡିଶାବାସୀ ବସୁଠୁ ଅଧିକ ସନ୍ତୁଷ୍ଟ । ଆଇଏଏନ୍ଏସ୍ ଭୋଟ ସର୍ଭେରୁ ଏହି ରିପୋର୍ଟ … Read More

୨୪ ଘଣ୍ଟାରେ ୮ ହଜାର ୧୭୧ ନୂଆ ମାମଲା, ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ମାମଲା ୧ ଲକ୍ଷ ୯୮ ହଜାର ୭୦୬ ରେ ପହଞ୍ଚି ସାରିଛି । ସୋମବାର ୮ ହଜାର … Read More

ଭାରତ-ଚୀନ୍ ବିବାଦ ପ୍ରସଙ୍ଗକୁ ଆମେ ହାଲୁକାଭାବେ ଗ୍ରହଣ କରୁନାହୁଁ –ଶାହା

ଗତ କିଛିଦିନ ହେବ ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଭାରତ ଏବଂ ଚୀନ୍‌ର ସେନାବାହିନୀ ମୁହାଁମୁହିଁ ଠିଆ ହୋଇଛନ୍ତି । ଚୀନ୍ ଅନେକ ଥର ଭାରତୀୟ ସୀମାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରେ, … Read More

ମିଳିତ ଜାତିସଂଘର ବିଶ୍ୱସନୀୟତା ବିପଦରେ, ଏବେ କେବଳ ଭାରତ ଉପରେ ଭରଷା

ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତ ହେଲା ପରେ ବିଜେତା ରାଷ୍ଟ୍ରଗୁଡ଼ିକୁ ନେଇ ଲିଗ୍ ଅଫ୍ ନେସନ୍ସର ଭିତ୍ତିପ୍ରସ୍ତର ସ୍ଥାପନ ହେଲା। କିନ୍ତୁ ଏହା ଏକପାଖିଆ ଥିବା କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୁଣି ଆରମ୍ଭ ହେଲା । ଏହାପରେ, ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ … Read More

ନେପାଳ ସରକାରଙ୍କ ଅହଂକାର – ଭାରତକୁ ଯୁଦ୍ଧ ଧମକ

ନେପାଳର ନୂତନ ମାନଚିତ୍ର ଅନୁମୋଦନ ହେବା ମାତ୍ରେ ‘ଆମ ସେନା ପ୍ରସ୍ତୁତ’ ବୋଲି ନେପାଳର ପ୍ରତିରକ୍ଷା ମନ୍ତ୍ରୀ ଧମକ ଦେଇଛନ୍ତି ଲିପୁଲେଖକୁ ନେଇ ନେପାଳ ଏବଂ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଶେଷ ହେବାର ନାମ ନେଉନାହିଁ । ଅହଂକାରରେ … Read More

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ ହସ୍ପିଟାଲ ବେଡରେ ଗାଇଲେ ସଲମାନଙ୍କ ହୁଡ୍-ହୁଡ୍ ଦବଙ୍ଗ୍

ମୁମ୍ବାଇ, (ଓଡିଶା ଟାଇମ୍) : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ … Read More