ହ୍ରାସ ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା ; ୨୭,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ୩୩୬ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି କମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ୨୪ ଘଣ୍ଟାରେ ଦେଶରେ ୨୭,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। … Read More

ନୂଆ ଚିହ୍ନଟ ଆକ୍ରାନ୍ତ ୩୦,୦୦୫ ; ମୋଟ ଆକ୍ରାନ୍ତ ୯୮ ଲକ୍ଷ ୨୬ ହଜାର ୭୭୫କୁ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଗତ କିଛି ଦିନ ଧରି ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। … Read More

ଦେଶରେ କମୁଛି ସଂକ୍ରମଣ; ନୂଆ ପଜିଟିଭ ୩୧ ହଜାର ୫୨୨, ମୃତ ୪୧୨

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଦେଖାଯାଇଛି। ଦେଶରେ ୨୪ ଘଣ୍ଟାରେ ୩୧,୫୨୨ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। … Read More

ସାଉଦି ଆରବ ଓ ୟୁଏଇ ଯିବେ ଜେନେରାଲ ନରବଣେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତର ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଆସନ୍ତା ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଓ ସାଉଦି ଆରବ ଗସ୍ତରେ ଯିବେ। ଭାରତର କୌଣସି ସେନାଧ୍ୟକ୍ଷ ଭାବେ ଏହି ଗସ୍ତ ପ୍ରଥମ। ସପ୍ତାହ ବ୍ୟାପୀ ଗସ୍ତ … Read More

ଦେଶରେ ଗତ ୨୪ଘଣ୍ଟାରେ ୩୬୬୫୨କୋଭିଡ଼ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କୋଭିଡ଼ ସଂକ୍ରମଣରେ ୩୬,୬୫୨  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ଲକ୍ଷ ପାର୍ ହୋଇଛି । ଦେଶରେ ୯୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ … Read More

କାନାଡା ଉପରେ ଭାରତ ଖପ୍ପା : ଜଷ୍ଟିନ୍ ଟ୍ରୁଡୋଙ୍କ ବୟାନକୁ ନେଇ ବିଦେଶ ମନ୍ତ୍ରାଳୟର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଇଥିବା ମନ୍ତବ୍ୟକୁ ଭାରତ ନାପସନ୍ଦ କରିଛି। ଭାରତ ପକ୍ଷରୁ କାନାଡ଼ାକୁ ଚେତାବନୀ ସ୍ବରୂପ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ତଲବ କରାଯାଇଛି। ବିଦେଶ … Read More

୨୪ ଘଣ୍ଟାରେ ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟାରେ ୩୬ହଜାର ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୪୦ ଜଣ ଜୀବନ ହାରିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ରେ ପହଁଚିଛି । … Read More

ଦେଶରେ ନୂଆ ଆକ୍ରାନ୍ତ ୪୪,୪୮୯ ; ୫୨୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଗତକାଲି ତୁଳନାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ଘଣ୍ଟାରେ ୪୪,୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୨୪ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ଦେଶରେ କରୋନା ଜନିତ … Read More

କେଉଁଠି ହେଲାଣି ଟିକା ? ଟିକାକୁ ଅପେକ୍ଷା..

ଭୁବନେଶ୍ବର, (ଓଡିଶା ଟାଇମ୍) : କେବେ ଆସିବ ଭୂତାଣୁ ନାଶକାରୀ ଭ୍ୟାକସିନ୍ । କୋରୋନା ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାରା ବିଶ୍ବ ଲାଗିଥିବା ବେଳେ ଅଧିକାଂଶ କମ୍ପାନି ତୃତୀୟ ପର୍ଯ୍ୟାୟ ସଫଳତା ହାସଲ ଅପେକ୍ଷାରେ । କେବେ ଆସିବ କୋରୋନା ଟିକା … Read More

କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ଗାଇଡ୍ ଲାଇନ୍ ଜାରି କରିଛି। କଣ୍ଟେନମେଣ୍ଟ ଜୋନରେ ଗାଇଡ୍ ଲାଇନକୁ କଡାକଡି ମାନିବାକୁ ପରାମର୍ଶ ଦିଆଯାଇଛି। ତେବେ ରାତ୍ରି କାଳୀନ କର୍ଫ୍ୟୁ ଲଗାଇବା ପାଇଁ ରାଜ୍ୟ … Read More