ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇଲେ ପାଣ୍ଡିଆନ, କାହିଁକି ପଢନ୍ତୁ…
ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଥରେ ପାଣ୍ଡିଆନ ସାରଥୀ। ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ କାରର ଡ୍ରାଇଭର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେବଳ ସତ ନୁହେଁ, ଆଜି ଚର୍ଚ୍ଚାର ପ୍ରସଙ୍ଗ … Read More