କୋଭିଡ କଟକଣା ଉଲ୍ଲଙ୍ଘନ, ଝାରସୁଗୁଡାର ୩ ନର୍ସିଂହୋମ ସିଲ୍

ଝାରସୁଗୁଡ଼ା, (ଓଡିଶା ଟାଇମ୍) :କୋଭିଡ ନିୟମ ମାନୁନଥିଲେ ନର୍ସିଂ ହୋମ୍ । ବାଧ୍ୟ ହୋଇ ନର୍ସିଂହୋମକୁ ସିଲ୍ କଲା ଝାରସୁଗୁଡା ପ୍ରଶାସନ।  ସହରରେ ଥିବା ତିନୋଟି ନର୍ସିଂ ହୋମକୁ ଜିଲ୍ଲା ପ୍ରଶାସନ ସିଲ୍ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି … Read More