ଜମି ବନ୍ଧା ରଖି ସ୍ୱାମୀଙ୍କ ଶବକୁ ଟ୍ରଲିରେ ବୋହିବା ଘଟଣା, ଆର୍ଥିକ ସହାୟତା ପରେ ମୁକୁଳିଲା ଜମି

ବାରିପଦା (ଓଡିଶା ଟାଇମ୍) : ବାରିପଦା ରାସଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା l ହସ୍ପିଟାଲ ରେ ସ୍ବାମୀଙ୍କ ମୃତ୍ୟୁ ପରେ ଶବକୁ ଘରକୁ ନେବାକୁ ଗାଡି ନ ମିଳିବାରୁ ନିଜର ଜମିକୁ ବନ୍ଧା ରଖି ସ୍ବାମୀଙ୍କ ଶବକୁ … Read More

ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : କୋଭିଡ୍ ଯୋଦ୍ଧା ଏବଂ ଜେଇଇ-ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ କର

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜୁ ଜନତା ଦଳର ବିଧାୟକମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଙ୍କଟ ସମୟରେ ସେମାନଙ୍କ ଦାୟିତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣରେ … Read More

ଭାରତକୁ ଆମେରିକାର ସେନା ସହାୟତା !

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ବିବାଦରେ ଭାରତ ସହ ଆମେରିକାର ସେନା ଛିଡା ହୋଇଛି ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି । ଏଭଳି ତିକ୍ତତା ମଧ୍ୟରେ ଆମେରିକାର ନୌସେନା ଦକ୍ଷିଣ ଚୀନ୍ … Read More

ଓଡିଶାକୁ ସହଯୋଗର ହାତ ବଢାଇଲେ ଦିଲ୍ଲୀ ସରକାର

ଭୁବନେଶ୍ୱର,(ଓଡିଶା ଟାଇମ୍): ବାତ୍ୟା ଅମ୍ପନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓଡିଶାକୁ ସହଯୋଗର ହାତ ବଢ଼ାଇଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପରିପ୍ରେକ୍ଷୀରେ ଟ୍ୱିଟ କରିଛନ୍ତି କେଜରିୱାଲ । ସଙ୍କଟ ସମୟରେ ଓଡ଼ିଶାବାସୀଙ୍କ ସହ ଅଛନ୍ତି ଦିଲ୍ଲୀବାସୀ । … Read More