ଖାଇବା ସମୟରେ ଖାଆନ୍ତୁ ପିଆଜ, କ୍ୟାନସର, ହୃଦଘାତ ଭଳି ମାରାତ୍ମକ ରୋଗରୁ ପାଇବେ ମୁକ୍ତି

(ଓଡିଶା ଟାଇମ୍) :ଖାଦ୍ୟ ଖାଇବା ସମୟରେ ପିଆଜ ଖାଇବା ଲାଭ ଦାୟକ ହୋଇଥାଏ । କଂଚା ପିଆଜ ଖାଇବା ଦ୍ୱାରା କିଛି ବି ରୋଗ ହୋଇନଥାଏ । ଏବେ କଂଚା ପିଆଜର ଔ୍ୟଷଧୀୟ ଗୁଣର ଖୁଲାସା ହୋଇଛି । ପିଆଜ ଖାଇବା … Read More

ମେଦବହୁଳତା ସହ ପେଟ ସମସ୍ୟା ଦୂର କରିବା ପାଇଁ ଖାଆନ୍ତୁ ଏହି ଜିନିଷ

(ଓଡିଶା ଟାଇମ୍) : ମେଦବହୁଳତା ଆଜିକାଲି ଅନେକ ଲୋକଙ୍କ ସମସ୍ୟା ପାଲଟି ଗଲାଣି । ତା ସାଙ୍ଗକୁ ପୁଣଇ ପେଟ ସମସ୍ୟା । ଏହି ସବୁ ସମସ୍ୟା ଦୂର କରିବାକୁ ସକାଳ ସମୟରେ ଅମୃତଭଣ୍ଡା ଖାଆନ୍ତୁ , ସେବନ କରନ୍ତୁ ଘି … Read More

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ଷ୍ଟିମ୍ ଛେନା

(ଓଡିଶା ଟାଇମ୍) : ସମସ୍ତଙ୍କୁ ମିଠା ଖାଇବାକୁ ଭଲ ଲାଗେ । ପିଲା ହୁଅନ୍ତୁ କିମ୍ବା ବୟସ୍କ । ଆପଣ ଘରେ ନିଜେ ସହଜରେ ସ୍ୱାଦିଷ୍ଟ ଷ୍ଟିମ୍ ଛେନା ପ୍ରସ୍ତୁତ କରି ପାରିବେ । ଆସନ୍ତୁ ଜାଣିବା ଏହି ବ୍ୟଞ୍ଜନର ପ୍ରସ୍ତୁତି … Read More

କମ୍ ସମୟ ମଧ୍ୟରେ କମ୍ ପରିଶ୍ରମରେ ପ୍ରସ୍ତୁତ କରନ୍ତୁ ‘କଷ୍ଟାର୍ଡ ହାଲୱା’

(ଓଡିଶା ଟାଇମ୍) :ଭାରତର ବହୁ ସ୍ଥାନରେ ହାଲୱାକୁ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରାଯାଏ। ବିଶେଷ କରି ଉତ୍ତର ଭାରତରେ। ଦୀପାବଳୀ ହେଉ କିମ୍ବା ରକ୍ଷା ବନ୍ଧନ ହାଲୱା ମୁଖ୍ୟ ଭୂମିକା ଗ୍ରହଣ କରେ। ଯେପରିକି ସୁଜି ହାଲୱା, କଖାରୁ ଏବଂ … Read More

ଗରମ ଚା ପିଇବା ଦ୍ୱାରା ହୋଇଥାଏ ଗଳା ଜନିତ କ୍ୟାନସର

(ଓଡିଶା ଟାଇମ୍) :ସକାଳୁ ଉଠିବା ମାତ୍ରେ କିଛି ଲୋକଙ୍କୁ ଗରମ ଚା ପିଇବା ପସନ୍ଦ ଥାଏ । ସକାଳର ଗରମ ଚା ଲୋକମାନଙ୍କୁ ସତେଜ କରିଥାଏ ଯାହାଦ୍ୱାରା ଲୋକମାନଙ୍କୁ କିଛି ବି କାମ କରିବା ପାଇଁ ଆଗ୍ରହ ଆସିଥାଏ । କିଛି … Read More

ଛତୁ ଖାଇବା ଦ୍ୱାରା ଏହି ସବୁ ରୋଗ ହୋଇନଥାଏ, ଜାଣନ୍ତୁ କିପରି ?

(ଓଡିଶା ଟାଇମ୍) :ଛତୁ କାହାକୁ ଭଲ ନଲାଗେ ।  ଭାରତୀୟ ଖାଦ୍ୟରେ ଛତୁର ଲୋକପ୍ରିୟତା ବେଶି ରହିଥାଏ । ଭାରତର ଛୋଟ ଢାବାଠାରୁ ଆରମ୍ଭ କରି ବଡ଼ ବଡ଼ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ଛତୁକୁ ନେଇ ନାନା ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ … Read More

ଆସନ୍ତୁ ଜାଣିନେବା ତରଭୂଜ ମଞ୍ଜିର କଣ ରହିଛି ଉପକାରୀ

(ଓଡିଶା ଟାଇମ୍) :ଖରାଦିନରେ ତରଭୂଜ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସମସ୍ତଙ୍କ ଭଳି ଆପଣ ମଧ୍ୟ ତରଭୂଜ ଖାଇବା ପରେ ଏହାର ମଞ୍ଜିକୁ ବାହାରକରି ଫୋପାଡ଼ି ଦେଉଛନ୍ତି କି ? ଯଦି ଫୋପାଡ଼ି ଦେଉଛନ୍ତି ତେବେ ଆପଣ ମଧ୍ୟ ଅନ୍ୟମାନଙ୍କ … Read More

ମିଶ୍ରି ପାଣି କଣ ପାଇଁ ପିଇବା ପଢନ୍ତୁ ?

(ଓଡିଶା ଟାଇମ୍) :ସାଧାରଣତଃ ଶରୀର ପାଇଁ ମିଶ୍ରି ପାଣି ଖୁବ୍ ଲାଭଦାୟକ ହୋଇଥାଏ । ମିଶ୍ରି ପାଣିକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ସତେଜତା ମଧ୍ୟ ଅନୁଭବ ହୁଏ । ଏଥିସହିତ ମିଶ୍ରି … Read More

ସପେଟା ଖାଇବାର ଫାଇଦା ବିଷୟରେ ଜାଣିଲେ,ସପେଟା ଖାଇବାକୁ ବାଧ୍ୟ ହୋଇଯିବେ ଆପଣ

(ଓଡିଶା ଟାଇମ୍) :ଶୀତଦିନେ ଅଧିକ ପରିମାଣରେ ସପେଟା ମିଳିଥାଏ । ଏହି ଫଳ ମୁଖ୍ୟାତଃ ଜଙ୍ଗଲିଆ ଅଞ୍ଚଳରେ ଅଧିକ ପରିମାଣରେ ଦେଖାଯାଇଥାଏ । ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍, ମିନେରାଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର … Read More

ଜାଣି ନିଅନ୍ତୁ କଞ୍ଚା କଦଳୀ ଓ ପାଚିଲା କଦଳୀ ଖାଇଲେ କଣ ମିଳିବ ଫାଇଦା

(ଓଡିଶାଟାଇମ୍):ଭିଟାମିନ,ପ୍ରୋଟିନ୍‌,ପୋଟାସିୟମ,ଫାଇବର,ଫଲିକ୍‌ ଏସିଡ଼୍‍ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ ସବୁ ରୁତୁରେ ଖୁବ୍‌ ସହଜରେ ମିଳି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର … Read More