ଶରୀରରେ ହିମୋଗ୍ଲୋବିନ୍ ସ୍ତର କମ୍ ଥିଲେ, ଖାଆନ୍ତୁ ଏସବୁ ଫଳ

ଭୁବନେଶ୍ୱର: ସୁସ୍ଥ ଓ ସବଳ ରହିବା ପାଇଁ ସମସ୍ତେ ଭଲ ପାଇଥାନ୍ତି, ହେଲେ ବ୍ୟସ୍ତବହୁଳ ଜୀବନ ଫଳରେ ଠିକ୍ ଭାବେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇହୋଇନଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ହିମୋଗ୍ଲୋବିନ ଖୁବ୍ ଜରୁରୀ । ଡାକ୍ତରଙ୍କ ମତରେ … Read More