ହୋଣ୍ଡା ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଂଜିନ ଅଏଲ ଆଣିବା ଲାଗି ରେପସଲ ଲୁବ୍ରିକ୍ୟାଂଟସ, ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆର ସହ ସହଭାଗିତା

ଗୁରୁଗ୍ରାମ, (ଓଡିଶା ଟାଇମ୍) :  ହୋଣ୍ଡାର ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଞ୍ଜିନ ଅଏଲ ଉପସ୍ଥାପନ କରିବା ଲାଗି ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ପେନର ସର୍ବବୃହତ ପେଟ୍ରୋଲିୟମ କଂପାନି ରେପସଲ ଲୁବ୍ରିକ୍ୟାଂଟସ୍ ସହ … Read More