ବାତ୍ୟା ଗୁଲାବ୍ : ଏଯାଏ ୨୮ ଟ୍ରେନ୍ ବାତିଲ, 8ର ଗତିପଥ ପରିବର୍ତ୍ତନ ଏବଂ ୫ ଟ୍ରେନ୍ର ସମୟ ପୁନଃନିର୍ଦ୍ଧାରଣ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବାତ୍ୟା ଗୁଲାବ୍ ଏବଂ ତଦ୍ଜନିତ କ୍ଷୟକ୍ଷତିକୁ ଆଶଙ୍କା କରି ପୂବତଟ ରେଳବାଇ ପକ୍ଷରୁ ସତର୍କ ପଦକ୍ଷେପ ଗ୍ରହଣ କରାଯାଇଛି। ଏହିକ୍ରମରେ ସମ୍ପୃକ୍ତ ଅଞ୍ଚଳ ଦେଇ ଯାତାୟାତ କରିବାକୁ ଥିବା ଅଥବା ସେଠାରୁ ବାହାରୁଥିବା ଟ୍ରେନ୍ଗୁଡ଼ିକୁ ବାତିଲ୍ କରାଯାଇଛି। … Read More