ସ୍ୱାଧୀନତା ଦିବସ ପାଳନ ପାଇଁ ଜାରି ହେଲା ଗାଇଡଲାଇନ୍‌

ନୂଆଦିଲ୍ଲୀ , (ଓଡିଶା ଟାଇମ୍‌): କରୋନା ସଂକ୍ରମଣର ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧିବା, ସାନିଟାଇଜେସନ୍‌, ସାମାଜିକ ଦୂରତ୍ୱ ପାଳନ … Read More