କ୍ବାରେଣ୍ଟାଇନ‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର, ରୋଷେୟା ଆହତ

ଭୁବନେଶ୍ୱର,(ଓଡଶା ଟାଇମ୍): କ୍ୱାରେଣ୍ଟାଇନ ସେଣ୍ଟରରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ରୋଷେୟା ଆହତ । ଅଳ୍ପରେ କର୍ତ୍ତିଲେ ୩୨ ପ୍ରବାସୀ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ … Read More