ଗୁଜରାଟରେ ଭୂକମ୍ପ ଝଟକାରେ ଥରି ଉଠିଲା ମାଟି, ତୀବ୍ରତା ୫.୮
ଗାନ୍ଧୀନଗର, (ଓଡିଶା ଟାଇମ୍) : ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍ନ୍ୟାଲ୍ ସେଣ୍ଟର ଫର୍ ସେସ୍ମୋଲୋଜୀ (ଏନ୍ସିଏସ୍)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ରସ୍ଥଳ … Read More