ଭାଇ ନା ଭଗାରୀ : କୁକୁର ପାଇଁ ରୁଟି ନ କରିବାରୁ ଭଉଣୀକୁ ଗୁଳି କରି ହତ୍ୟା : ଥାନାରେ ଆତ୍ମସମର୍ପଣ କଲା ଯୁବକ
ମିରଟ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶର ମିରଟରେ ଏକ ବଡ଼ ଖବର ସାମନାକୁ ଆସିଛି,ଏଠାରେ ଜଣେ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି। ଏହି ଘଟଣା ଯୋଗୁଁ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭଉଣୀର ହତ୍ୟା କରିବା ପରେ … Read More