ଫାଇଜର୍ ଭାକସିନ୍କୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକାର ଖାଦ୍ୟ ଏବଂ ଔଷଧି ପ୍ରଶାସନ ବା ଏଫଡିଏ ଶୁକ୍ରବାର ଫାଇଜର-ବାୟୋଏନଟେକ୍ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଏନେଇ ଏଫଡିଏର ମୁଖ୍ୟ ବୈଜ୍ଞାନିକ ଫାଇଜରକୁ ପତ୍ର ଲେଖି ସୂଚନା ଦେଇଛନ୍ତି । … Read More