ଭାରତୀୟ କୂଟନୀତିର ପ୍ରଭାବ: ୮ଟି ୟୁରୋପୀୟ ଦେଶରେ ‘ଗ୍ରୀନ୍ ପାସପୋର୍ଟ’ରେ କୋଭିଶିଲ୍ଡ ଅନ୍ତର୍ଭୁକ୍ତ

ଭାରତର ଲୋକମାନେ, ଯେଉଁମାନେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଦ୍ୱାରା ନିର୍ମିତ କୋଭିଡଶିଲ୍ଡ ଟୀକା ନେଇଛନ୍ତି, ସେମାନେ ୟୁରୋପ ଯାତ୍ରା କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ୟୁରୋପୀୟ ୟୁନିଅନ୍ ଏବଂ ସ୍ୱିଜରଲ୍ୟାଣ୍ଡର ସାତୋଟି ଦେଶ ମଧ୍ୟ ଭାରତର କୋଭିଡିଲ୍ଡ … Read More

“ଦୟାକରି ମୋ ସହିତ ଏକ ବାଣିଜ୍ୟ ଚୁକ୍ତି କର”-ଚୀନ୍‌

ଭାରତର ଆରସିଇପି ନିଷ୍ପତ୍ତି ଚୀନ୍‌କୁ ସାରା ବିଶ୍ୱରେ ହାତ ବିସ୍ତାର କରିବାକୁ ବାଧ୍ୟ କରିଛି । ୨୦୧୯ରେ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଅର୍ଥାତ୍ ଆରସିଇପି ଛାଡ଼ିବା ପାଇଁ ଭାରତର ନିଷ୍ପତ୍ତି ଭାରତକୁ ଆର୍ଥିକ ସହାୟତା ଆଣିଦେଇଛି । ତେବେ ଏହା … Read More