ବିଧାନସଭା ପୂର୍ବରୁ କୋଭିଡ୍ ଟେଷ୍ଟ, ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୨୯ ତାରିଖରୁ ବିଧାନସଭା ଅଧିବେଶନ । ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । ତିନି ଦିନ ଧରି ହେବାକୁ ଥିବା କରୋନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏହି … Read More