ଦ୍ୱନ୍ଦ୍ୱରେ କଂଗ୍ରେସ : ଆଜି ୪ଟି ଆସନରେ ପୁଣି ପ୍ରାର୍ଥୀ ପରିବର୍ତ୍ତନ

କଂଗ୍ରେସ ଏଥର ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ନ କରିବ ସେ ନେଇ ଶେଷ ମୁହୂର୍ତ୍ତ ଯାଏଁ ଦ୍ୱନ୍ଦ୍ୱ ଭିତରେ ରହିଛି। ଆଜି ଘୋଷିତ ପ୍ରାର୍ଥୀ କାଲିକି ପରିବର୍ତ୍ତିତ ହେଉଛନ୍ତି। ଆଉ କେହିି କେହି ଟିକେଟ ପାଇଲା ପରେ … Read More

ଟିକଟ ପାଇ ପୃଥ୍ୱୀ ଓହରିଗଲେ କାହିଁକି?

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବୀ ବଲ୍ଲଭ ପଟ୍ଟନାୟକ ବୋଲଗଡ ବେଗୁନିଆରୁ କଂଗ୍ରେସର ପ୍ରାର୍ଥୀ ହୋଇ ହଠାତ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଟିକେଟ ପାଇବେ କି ନାହିଁ ଏନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଥିଲା। … Read More

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପୁଣି ସେହି ସ୍ଥାନରୁ ଟିକଟ ଦେଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଖୁବଶୀଘ୍ର ବଦଳି ଗଲା କେମିତି? ଗୋଟିଏ ବିଧାନସଭା ଆସନରୁ ତାଙ୍କ ଦଳର ବିଧାୟକ ଜିଣିବା କଷ୍ଟକର ବୋଲି … Read More

ଚମ୍ପୁଆରୁ ମୀନାକ୍ଷୀ ବିଜେଡି ପ୍ରାର୍ଥୀ

ବହୁ ପ୍ରତୀକ୍ଷିତ ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ମୀନାକ୍ଷୀ ମହାନ୍ତଙ୍କୁ ଦଳ ଏଠାରୁ ଟିକେଟ୍ ଦେଇଛି। ଏହି ଆସନ ପାଇଁ ବହୁ ଛକାପଞ୍ଝା ଚାଲିଥିଲା। ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ … Read More

ରାଜ୍ୟ କଂଗ୍ରେସରେ ଗତି କୁଆଡେ଼?

ଏବେ ରାଜ୍ୟ ରାଜନୀତିକ ପାଣିପାଗରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶାସକ ବିଜେଡ଼ି ନିର୍ବାଚନ ଜିତିବା ପାଇଁ ନିଜ ଦଳର ନେତାମାନଙ୍କ ଉପରେ ଭରଷା କରିନ ପାରି ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଦଳରେ ମିଶାଇ ଟିକଟ ଓ ଅନ୍ୟାନ୍ୟ ପ୍ରଲୋଭନ … Read More

ସମ୍ୱଲପୁରରେ ତ୍ରିମୁଖୀ ଲଢ଼େଇ

ସମ୍ବଲପୁର ଆସନରେ ଏମବିବିଏସ ଡିଗ୍ରୀଧାରୀଙ୍କ ସହିତ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କର ଘମାଘୋଟ ଲଢ଼େଇ ହେବ। ସମ୍ବଲପୁର ଆସନ ହାତେଇବା ପାଇଁ ଜୟନାରାୟଣଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ନାମୀଦାମୀ ଡାକ୍ତର। ବିଜେପି ଏଠାରେ ପ୍ରଥମରୁ ଜୟ ନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ … Read More

ଜାଣନ୍ତୁ ବିଜେଡିର ୭ ମହିଳା ସାଂସଦ ପ୍ରାର୍ଥୀଙ୍କ ସମ୍ପର୍କରେ

ନିର୍ବାଚନରେ ମହିଳାଙ୍କ ପାଇଁ ପ୍ରତିଶ୍ରୁତି ରକ୍ଷା କରିବାର କଥା ଉଠିଲେ, ଦେଶର ସବୁ ରାଜନେତାଙ୍କ ଠାରୁ ଆଗରେ ରହିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ତାଙ୍କୁ ସବୁଠାରୁ ବିଶ୍ବାସ ଯୋଗ୍ୟ ରାଜନେତା ଭାବେ ଗ୍ରହଣ କରାଯାଏ … Read More

କଂଗ୍ରେସ ହରଡ଼ଘଣାରେ : ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନାକଲେ

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ପିପିଲିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା କଂଗ୍ରେସକୁ ଚିନ୍ତାରେ ପକାଇଛି। ଶ୍ରୀ ସାମନ୍ତରାୟ ଦଳୀୟ ନେତୃତ୍ୱଙ୍କୁ ଦାୟୀ କରି ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। … Read More

ଦେବା ପାଇଁ ନୁହେଁ; ମାଗିବାକୁ ଆସିଥିଲେ ମୋଦି : ବିଜେଡି

ଶାସନ କ୍ଷମତାରେ ୫ବର୍ଷ ରହିବା ଭିତରେ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳାହାଣ୍ଡି କଥା ଚିନ୍ତା କରିନାହାଁନ୍ତି କିମ୍ବା କିଛି ସ୍ବତନ୍ତ୍ର ଅନୁଦାନ ଦେଇନାହାଁନ୍ତି । ପାଞ୍ଚ ବର୍ଷ ମଧ୍ୟରେ ସେ କଳାହାଣ୍ଡିକୁ କିଛି ଦେବା ପାଇଁ ନୁହେଁ, ମାଗିବାକୁ ଆସିଛନ୍ତି। … Read More

କିଏ ସତ କହୁଛି : ମୋଦି ନା ଶାହା ?

ଓଡ଼ିଶାର ଏବେ ଆଞ୍ଚଳିକ ପ୍ରଶ୍ନ ‘ଉଜ୍ଜ୍ୱଳା’ ଯୋଜନାର ସତ କ’ଣ? ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ୱଳାରେ ରାଜ୍ୟର କେତେ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ମିଳିଛି ସେ ଅଙ୍କକୁ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି। କାରଣ ଖୋଦ୍ … Read More