ଡାକ ବାଲାଟ୍‌ର ପୁନଃ ଗଣତି ଦାବି କଲେ ତେଜସ୍ବୀ

ପାଟଣା, (ଓଡିଶା ଟାଇମ୍) : ବିହାର ନିର୍ବାଚନ ଫଳାଫଳ ଅନୁସାରେ ମ୍ୟାଜିକ ନମ୍ବରଠାରୁ ୧୨ ସଂଖ୍ୟା ପଛରେ ଥିଲେ ମଧ୍ୟ ସରକାର ଗଠନ ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ଆଶା ରଖିଛନ୍ତି। ଏହି ଉଦ୍ଦେଶ୍ୟରେ ସେ ନିଜ ଦଳ ତଥା … Read More

ତିର୍ତ୍ତୋଲ ଉପନିର୍ବାଚନ; ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦୭୩୬ଖଣ୍ଡ ଭୋଟରେ ଆଗୁଆ

ତିର୍ତୋଲ, (ଓଡିଶା ଟାଇମ୍) : ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ୬ଷ୍ଠ ରାଉଣ୍ଡ ପରେ ବିଜେଡି ୮୧୧୪ଖଣ୍ଡ ଭୋଟରେ ଆଗୁଆ ରହିଛି । ବିଜେଡି ୨୧୯୯୬, … Read More

ବିହାର ବିଧାନସଭା ନିର୍ବାଚନ; ଭୋଟ ଗଣତି ଜାରି, ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଆଗରେ

ବିହାର, (ଓଡିଶା ଟାଇମ୍) : ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଯାଇଛି। ରାଜ୍ୟର ୨୪୩ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ଆଜି … Read More

ନିର୍ବାଚନରେ ଟ୍ରମ୍ପଙ୍କୁ ମାତ୍ ଦେଲେ ଜୋ ବିଡେନ୍, ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି

ୱାସିଂଟନ, (ଓଡିଶା ଟାଇମ୍) : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ଜୋ ବାଇଡେନ୍ । ଜୋ ବାଇଡ଼େନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ। ବାଇଡେନ୍‌ଙ୍କ ୨୭୩ଟି ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪। ଭାରତୀୟ … Read More

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ, (ଓଡିଶା ଟାଇମ୍) : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ … Read More

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ

ବିହାର, (ଓଡିଶା ଟାଇମ୍) :ବିହାରରେ ଦ୍ୱିତୀୟ ପର‌୍ୟ୍ୟାୟ ଭୋଟିଂ ଆରମ୍ଭ ହୋଇଛି । କୋଭିଡ କଟକଣା ମାନି ସକାଳ ୭ଟାରୁ ମତଦାନ ଚାଲିଛି । ୧୭ ଜିଲ୍ଲାର ୯୪ ସିଟ ପାଇଁ ଚାଲିଛି ଭୋଟିଂ । ୧୪ ଶହ ୬୩ ପ୍ରାର୍ଥୀଙ୍କ … Read More

ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ, (ଓଡିଶା ଟାଇମ୍) : : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ … Read More

ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ୧୬ ଯାଏଁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତିର୍ତ୍ତୋଲ ଓ ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ୧୬ … Read More

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍, ଘୋଷଣା ହେଲା ୯ ରାଜ୍ୟର ୫୬ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ତାରିଖ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏ ନେଇ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୯ ତାରିଖରେ ଉପ ନିର୍ବାଚନ ନେଇ … Read More

ବିହାରରେ ବାଜିଲା ନିର୍ବାଚନୀ ବିଗୁଲ : ତିନୋଟି ପର୍ଯ୍ୟାୟରେ ହେବ ମତଦାନ, ନଭେମ୍ବର ୧୦ରେ ଫଳାଫଳ

ବିହାର, (ଓଡିଶା ଟାଇମ୍) :ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଜୋର୍ ଧରିଲା ରାଜନୈତିକ ପାଣିପାଗ । ଆଜି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ ବା ଇସି । ଏହାପରେ ରାଜ୍ୟରେ ରାଜନୈତିକ … Read More