ଅଲ୍‌ଓ୍ଵାର୍‌ରେ ୪.୨ ତୀବ୍ର ଭୂମିକମ୍ପ; ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗୁରୁବାର ରାତିରେ ରାଜସ୍ଥାନରେ ସଂଘଠିତ ୪.୨ ତୀବ୍ରତାସମ୍ପନ୍ନ ମଧ୍ୟମ ଧରଣର ଭୂମିକମ୍ପ ଯୋଗୁଁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିଛି। ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଅଲ୍‌ଓ୍ଵାର୍‌। … Read More

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) : ଉତ୍ତରାଖଣ୍ଡ ପିଥୋରାଗଡରେ ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତି ୩ ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୬ ରେକର୍ଡ଼ … Read More

ଚମ୍ବାରେ ଭୂ-କମ୍ପ ଝଟକା ଅନୁଭବ ; ରିକ୍ଟର ସ୍କେଲରେ ତିବ୍ରତା ୨.୯

ହିମାଚଳପ୍ରଦେଶ, (ଓଡିଶା ଟାଇମ୍) : ହିମାଚଳପ୍ରଦେଶର ଚମ୍ବାରେ ଶୁକ୍ରବାର ସକାଳେ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୨.୯ ରେକର୍ଡ କରାଯାଇଛି। ଭୂ-କମ୍ପର ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରୁ ଆସିଥିଲେ। ପ୍ରାର୍ଥମିକ ସୂଚନା … Read More

ତୁର୍କୀ ଓ ଗ୍ରୀସରେ ଭୂ-କମ୍ପ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଇଷ୍ଟାବୁଲ୍‍, (ଓଡିଶା ଟାଇମ୍) : ତୁର୍କୀ ଓ ଗ୍ରୀସରେ ହୋଇଥିବା ବଡ ଧରଣର ଭୂମିକମ୍ପ ଓ ସୁନାମିରେ ବହୁ ଧନଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଗ୍ରୀସରେ ସୁନାମି ଆସିଥିବା ହେତୁ ତୁର୍କୀରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି। ଏବେ ସୁଦ୍ଧା ଏଥିରେ … Read More

ଭୂ-କମ୍ପରେ ଥରିଲା ବାଂଲାଦେଶ ; ରିକ୍ଟର ସ୍କେଲରେ ୪.୧ ରେକର୍ଡ଼

ଢାକା, (ଓଡିଶା ଟାଇମ୍) : ବାଂଲାଦେଶରେ ଶନିବାର ସକାଳେ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୂ-କମ୍ପର ଝଟକା ରିକ୍ଟର ସ୍କେଲରେ ୪.୧ ରେକର୍ଡ଼ କରାଯାଇଛି। ସକାଳ ୮ଟା୫୧ ମିନିଟରେ ଭୂ-କମ୍ପ ଝଟକା ଅନୁଭବ ହୋଇଥିଲା। … Read More

ଆମେରିକାର ଆଲାସ୍କାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆମେରିକାର ଆଲାସ୍କା ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂକମ୍ପରେ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିବା … Read More

ଲଦାଖ୍ ପରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ କିଛି ସମୟ ପୂର୍ବରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଥିଲା । କାରଗିଲର ଉତ୍ତର-ପଶ୍ଚିମରୁ ୧୯ କିମି ଦୂରରେ ଭୂକମ୍ପ ହୋଇଛି । କୌଣସି କ୍ଷୟ … Read More

୪.୦ ତୀବ୍ରତାର ଭୂମିକମ୍ପ ଝଟ୍‌କା, ପୁଣି ଥରିଲା ଜାମ୍ମୁକାଶ୍ମୀର

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁକାଶ୍ମୀରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ୪.୦ ରହିଛି । ସକାଳ ୮ଟା ୫୯ ମିନିଟ୍ ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । କାଟ୍ରାଠାରୁ ୮୪ କିଲୋମିଟର … Read More

ମିଜୋରାମରେ ୪.୧ ତୀବ୍ରତାର ଭୂମିକମ୍ପ : ଫାଟିଲା ରାସ୍ତା

ମିଜୋରାମ୍, (ଓଡିଶା ଟାଇମ୍) : ଆଜି ଭୂକମ୍ପ ଯୋଗୁଁ ପୁଣି ଥରେ ଥରିଲା ରାଜ୍ୟ ।  ଭୂକମ୍ପ କେନ୍ଦ୍ର (ଏନସିଏସ୍) କହିଛି ଯେ ମିଫୋରମରେ ଆଜି ସକାଳ ୮ଟା ୨ମିନିଟ୍ ରେ ଚମ୍ପଇର ଦକ୍ଷିଣ-ପଶ୍ଚିମ ଚମ୍ପଇଠାରୁ ୩୧ କିଲୋମିଟର ଦକ୍ଷିଣରେ ଥିବା … Read More

ଭୂକମ୍ପରେ ଥରିଲା ଉତ୍ତର-ପୂର୍ବାଞ୍ଚଳ, ମିଜୋରାମରେ ୫.୧ ତୀବ୍ରତାର ଝଟକା ଅନୁଭୂତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ମିଜୋରାମରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଭୂକମ୍ପ ସନ୍ଧ୍ୟା ୪ଟା ୧୬ରେ ଅନୁଭୂତ ହୋଇଛି। … Read More