ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ସାଙ୍ଗକୁ ୪୦୦ ଟିଭି ଚ୍ୟାନେଲ୍ରେ ପ୍ରସାରଣ ହେବ ପିଲାଙ୍କ ପାଠ୍ୟକ୍ରମ
ଭୁବନେଶ୍ୱର (ଓଡ଼ିଶା ଟାଇମ୍): କରୋନା ମହାମାରୀକାଳରେ ବାଧାପ୍ରାପ୍ତ ହୋଇଛି ପିଲାଙ୍କ ପାଠ୍ୟକ୍ରମ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଡିଜିଟାଲ୍ ବିଶ୍ୱବିଦ୍ୟାଳୟ। ଖାଲି ସେତିକି ନୁହେଁ, ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ … Read More