ଜାଲ୍ ନୋଟ୍ କାରବାର କରୁଥିବା ଦୁଇ ଯୁବକ ଗିରଫ
ବାସୁଦେବପୁର, (ଓଡିଶା ଟାଇମ୍) :ଆଉ ଏକ ଠକେଇ କାରବାରର ପର୍ଦ୍ଧ।ପାସ କରିଛି ବାସୁଦେବପୁର ପୋଲିସ। ଗତ କିଛି ଦିନ ତଳେ ୧ କ୍ବିଣ୍ଟାଲ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହୋଇଥିଲେ। ପୁଣି ଏଥର ଜାଲ ନୋଟ କାରବାରର ପର୍ଦ୍ଧ।ଫାସ କରିଛି ବାସୁଦେବପୁର … Read More