ମଧୁମେହ ରକ୍ତ ଶର୍କରା ନୁହେଁ ବରଂ ରକ୍ତ ନଳୀ ରୋଗ : ଡା. ବି ଜଗଦୀଶ

ଭୁବନେଶ୍ବର, (ବ୍ୟୁରୋ): ଅନେକାଂଶରେ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲୁଥିବା ତଥା ବିଭିନ୍ନ ରୋଗର କାରଣ ହେଉଥିବା ମଧୁମେହ ରୋଗ ରକ୍ତ ଶର୍କରା ନୁହେଁ ବରଂ ରକ୍ତନଳୀ ରୋଗ। ସେଥିଲାଗି ଯେତେବେଳେ ମଧୁମେହ ରୋଗୀ ଡାକ୍ତରୀ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କୁ ସେମାନଙ୍କ … Read More

କ୍ବାରେଣ୍ଟାଇନ୍‌ରେ ଗଲେ ୭୦ ଡାକ୍ତର

ସମ୍ବଲପୁର, (ଓଡିଶା ଟାଇମ୍) : ବୁର୍ଲା ଭୀମସାର ମେଡିସିନ୍ ଓପିଡି ଆଜିଠାରୁ ୧୨ ତାରିଖ ଯାଏଁ ବନ୍ଦ । ଏହା ସହ ୭୦ ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ ରେ ପଠାଯାଇଛି ।  ଏହି ୭୦ ଡାକ୍ତରଙ୍କ ମଧ୍ୟରେ କେବଳ ମେଡିସିନ୍ ବିଭାଗରୁ … Read More

ଭୀମସାରରେ ୯ ଡାକ୍ତରଙ୍କ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଯୋଦ୍ଧାଙ୍କୁ କରୋ କରୋନା ପଜିଟିଭ୍ ଚିହ୍ନଟ ହେଲେ ୯ ଜଣ କରୋନା ଯୋଦ୍ଧା । ମେଡିସିନ ବିଭାଗରେ ୯ ଜଣ ଡାକ୍ତର କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଯାହା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । … Read More

ଦିଲ୍ଲୀରେ ଓଡିଆ ଡାକ୍ତରଙ୍କ କରୋନାଜନିତ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ଦିଲ୍ଲୀରେ ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ଓଡିଆ ଡାକ୍ତରଙ୍କ ନାମ … Read More

ଡାକ୍ତରଙ୍କୁ କରୋନା : କଳାହାଣ୍ଡିର ୨ ମହିଳା ଡାକ୍ତର ସଂକ୍ରମିତ

ଭୁବନେଶ୍ବର , (ଓଡିଶା ଟାଇମ୍) : ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(CHC)ର ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ … Read More

ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକ ସ୍ଥିତ କନିକା ଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ … Read More

ରାଉରକେଲା ସରକାରୀ ହସ୍‌ପିଟାଲ୍‌ର ୨ ଡାକ୍ତରଙ୍କୁ କରୋନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଡାକ୍ତରଙ୍କୁ କରୋନା। ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା। ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ମେଡିକାଲ ପରିସରକୁ … Read More