ହିନ୍ଦୁଜା ପକ୍ଷରୁ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା ସଭା ଜରିଆରେ ଦୀପାବଳି ପାଳନ

ଭୁବନେଶ୍ବର, (ଓଡିଶା ଟାଇମ୍) : ହିନ୍ଦୁଜା ପରିବାର ପକ୍ଷରୁ ଅଶି ଦଶକର ଆଦ୍ୟ ଭାଗରେ ଲଣ୍ଡନ ସହରରେ ଦୀପାବଳି ପାଳନ ଆରମ୍ଭ କରାଯାଇଛି । ଏହା ପରଠାରୁ ଲଣ୍ଡନର ପ୍ରତି ିତ ସମାଜର ଏକ ଅବିଚ୍ଛେଦ୍ୟ ସାମାଜିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି … Read More

ରାଜଧାନୀରେ ଘର ମାଲିକଙ୍କ ଅବହେଳାରୁ ଗଲା ଜୀବନ, ଲାଇଟ୍ ଲଗାଇବାବେଳେ ଛାତ ଉପରୁ ଖସି ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀପାବଳିରେ ଅଭାବନୀୟ । ଘର ମାଲିକଙ୍କ ଅବହେଳା ଯୋଗୁଁ ଚାଲିଗଲା ନିରୀହ ଜୀବନ। ଛାତ ଉପରୁ ଖସି ପଡି ମୃତ୍ୟୁ ବରଣ କରିଛନ୍ତି ସୁରେନ୍ଦ୍ର ସାହୁ । ଖବର ଅନୁଯାୟୀ, ଗତକାଲି ଅପରାହ୍ମରେ ସୁରେନ୍ଦ୍ର ଛାତ ରେ … Read More

ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଜୀବନରେ ବିକାଶର ଆଲୋକ ଭରିଦେବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ଏବଂ ଓଡ଼ିଶାର … Read More

ବିନାବାଣରେ ଆଜି ପାଳିତ ହେବ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଆଲୋକ ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ। ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ … Read More

ଦୀପାବଳି ପରେ ବଢିବ ଶୀତ, ତାପମାତ୍ରା ୩ ରୁ ୪ଡିଗ୍ରୀ କମିପାରେ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀପାବଳି ପରେ ପୁଣି ରାଜ୍ୟକୁ ଫେରିବ ଶୀତ । ଗତ ୩ ଦିନ ହେଲା ପୂର୍ବତରଙ୍ଗାୟିତ ପବନ ବୋହୁଥିବାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ର ବଢିଥିଲା । ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା … Read More

ଆଇଆଇଏଫ୍‌ଏଲ୍ ଫାଇନାନ୍ସ ପକ୍ଷରୁ ସୁନା ଋଣ “ରେଫର ଆଣ୍ଡ୍ ୱିନ୍‌’ ଦୀପାବଳି ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କଂପାନି ଆଇଆଇଏଫ୍‌ଏଲ୍ ଫାଇନାନ୍ସ ପକ୍ଷରୁ  ଏହାର ସୁନା ଋଣ ଗ୍ରାହକମାନଙ୍କ ପାଇଁ ରେଫର୍ ଆଣ୍ଡ୍ ୱିନ୍ ଅଫର ଘୋଷଣା କରି ଦୀପାବଳି ମାସକୁ ଉତ୍ସାହର ସହ ଆରମ୍ଭ କରାଯାଇଛି । ଏହି … Read More