ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରସ୍ପରିକ ସହମତି ଥିଲେ ଛାଡ଼ପତ୍ର ଆଦେଶ ତୁରନ୍ତ ଦେଇପାରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଛାଡ଼ପତ୍ରକୁ ନେଇ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଯେଉଁ ବିବାହ ବଞ୍ଚିବାର ସମ୍ଭାବନା ନାହିଁ ତାହାକୁ ସୁପ୍ରିମକୋର୍ଟ ନିଜ କ୍ଷମତା ବ୍ୟବହାର କରି ରଦ୍ଦ କରିପାରିବେ । … Read More