ଆରପାରିରେ ଆଲ୍ବମ୍ ଅଭିନେତ୍ରୀ ଦୀପା ସାହୁ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆରପାରିରେ ଆଲ୍ବମ୍ ଅଭିନେତ୍ରୀ ଦୀପା ସାହୁ । କ୍ୟାନସର ପାଇଁ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଅଭିନେତ୍ରୀ ଦୀପା ବର୍ଷେ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। … Read More