ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) :  ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଛି କରୋନା । କରୋନାର ଭୟାନକ ତୃତୀୟ ଲହର ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି । ଏହି ସ୍ଥିତିର ମୁକାବିଲା … Read More

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଯିବା ସହ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ … Read More

ଡିସେମ୍ବରରୁ ନୂଆ ସଂସଦ ଭବନ ନିର୍ମାଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଖୁବ୍ ଶୀଘ୍ର ଆରମ୍ଭ ହେବ ନୂତନ ସଂସଦ ଭବନର ନିର୍ମାଣ କାର‌୍ୟ୍ୟ। ଡିସେମ୍ବର ଏହାର ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବ ଏବଂ ୨୦୨୨ ଅକ୍ଟୋବର ସୁଦ୍ଧା ସରିବ ବୋଲି ଅନୁମାନ କରାଯାଉଛି। ନୂତନ ଭବନରେ ଦୁଇଟି ସଦନରେ … Read More

୨୪ ଘଣ୍ଟାରେ ୭୧୭ ମୃତ; ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୫ ହଜାର ୯୧୪କୁ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା … Read More

ଆମେରିକାର ଆଲାସ୍କାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆମେରିକାର ଆଲାସ୍କା ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂକମ୍ପରେ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିବା … Read More

ଆସନ୍ତା ୨୬କୁ ଘୁଞ୍ଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆସନ୍ତା ୨୬କୁ ଘୁଞ୍ଚିଲା ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି । ସମସ୍ତ ଦୋଷୀଙ୍କୁ ଅକ୍ଟୋବର ୨୬ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସ୍ପେଶାଲ ସିବିଆଇ … Read More

ଓଡ଼ିଆ ଅଧିକାରୀ ସୀମାଚଳ ଦାଶ ଆଇଏମଏଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା

ଭୁବନେଶ୍ବର, (ଓଡିଶା ଟାଇମ୍) :  ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ସୀମାଞ୍ଚଳ ଦାସ । ଇଡ଼ିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ସୀମାଞ୍ଚଳ । ଅର୍ଥମନ୍ତ୍ରାଳୟରେ ମଧ୍ୟ ବିଭିନ୍ନ ଦାୟିତ୍ୱରେ ସୀମାଞ୍ଚଳ ରହିଛନ୍ତି … Read More

ଭାରତ-ଚୀନ ସୀମା ବିବାଦର ବାଟ ଫିଟାଇଲା ପଞ୍ଚସୂତ୍ରୀ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷ୍‌ର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ … Read More

ଦିଲ୍ଲୀରେ ପ୍ରସ୍ତୁତ ହେଲା ବିଶ୍ଵର ସବୁଠୁ ବଡ କରୋନା ସେଣ୍ଟର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦୁନିଆର ସବୁଠୁ ବଡ କରୋନା ସେଣ୍ଟର ଦିଲ୍ଲୀର ରାଧା ସ୍ଵାମୀ ସତସଙ୍ଗ ବ୍ୟାସ୍ କ୍ୟାମ୍ପରେ ତିଆରି ହୋଇ ପ୍ରସ୍ତୁତ ହୋଇ ଯାଇଛି। ୧୦ ହଜାର ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରରେ ପାଖାପାଖି ଏକ ହଜାର ଡାକ୍ତର ରହିବେ। … Read More

ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଆଜି ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ … Read More