ରାଜଧାନୀରେ ପୁଣି ବେକାବୁ ପ୍ରଦୂଷଣ, ଗାଜିଆବାଦ ବିଶ୍ବର ସବୁଠୁ ପ୍ରଦୂଷିତ ସହର
ଶନିବାର ସୁଦ୍ଧା ଗାଜିଆବାଦରେ ପ୍ରଦୂଷଣ ହାର ବହୁତ ତଳକୁ ଖସି ଆସିଛି । ଅତି ଖରାପ ପରିସ୍ଥିତିକୁ ଖସି ଗାଜିଆବାଦର ଏୟାର କ୍ବାଲିଟି ଇଣ୍ଡେକ୍ସ(Airquality Index) ୩୪୯ରେ ପହଞ୍ଚିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ବାୟୁ ଗୁଣାତ୍ମକ ସୂଚକାଙ୍କ … Read More