୧୨ ଦଳିଆ ମେଣ୍ଟ, ହତାଶ ବିରୋଧି ଦଳର ବିଫଳ ପ୍ରୟାସ
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଶାସନରେ କଂଗ୍ରେସ ସମେତ ଅଧିକାଂଶ ବିରୋଧି ଦଳ ମାଟି କାମୁଡ଼ିଲେଣି । ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶରେ ସର୍ବପୁରାତନ ରାଜେନୈତିକ ଦଳ କଂଗ୍ରେସ ଦେଶକୁ ତୃତୀୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନିରଙ୍କୁଶ ଶାସନ ଦେଇଥିଲେ । … Read More