ଓଡ଼ିଶା ଟାଇମ୍‌ ପ୍ରଭାବ: ଅପଡେଟ୍‌ ହେଲା ଏସ୍‌ଆର୍‌ସିଙ୍କ ଓ୍ବେବ୍‌ସାଇଟ୍‌, ମିଳିଲା ବାତ୍ୟା ଗୁଲାବ ପ୍ରସ୍ତୁତି ସମ୍ପର୍କିତ ସୂଚନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ଉପରେ ପଡ଼ୁଥିବା ପ୍ରାକୃତିକ ବିପଦକୁ ସମ୍ମୁଖିନ ହୋଇ ତାହାର  ସଫଳ ମୁକାବିଲା ପାଇଁ ଚେଷ୍ଟା କରୁଥିବା ରାଜ୍ୟ ରିଲିଫ୍‌ କମିଶନର ( ଏସ୍‌ଆର୍‌ସି)ଙ୍କ ଓ୍ବେବ୍‌ସାଇଟ୍‌ ତୁରନ୍ତ ଅପ୍‌ଡେଟ୍‌ ହୋଇଛି। ଦୀର୍ଘ ଦିନ ହେଲା ଏହାର ଅପ୍‌ଡେଟ୍‌ … Read More

ବାତ୍ୟା ଗୁଲାବ୍‌: ଗଜପତିରେ ଭୂସ୍ଖଳନ ଭୟ, ୨୦୧୮ ଓ ୨୦୧୯ରେ ଯାଇଥିଲା ପ୍ରାଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାତ୍ୟା ‘ଗୁଲାବ୍‌’କୁ ନେଇ ଦକ୍ଷିଣ ଓଡ଼ିଶାରେ ଭୟର ବାତାବରଣ ଦେଖାଦେଇଛି। କାରଣ ଏଠାରେ ପବନର ବେଗ  ନୁହେଁ, ବରଂ ବାତ୍ୟା ପରବର୍ତ୍ତୀ ସମୟରେ ଭୂ-ସ୍ଖଳନ। ୨୦୧୮ ଏବଂ ୨୦୧୯ ମସିହାରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପ୍ରସ୍ତୁତ … Read More

ବାତ୍ୟା ଗୁଲାବ ପାଇଁ ବ୍ୟାପକ ପ୍ରସ୍ତୁତି: ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ତଟରକ୍ଷୀ ପ୍ରସ୍ତୁତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ୍‌’ ମୁକାବିଲା ନେଇ ପ୍ରସ୍ତୁତ ହୋଇଛି ପ୍ରଶାସନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ରେ  ୪୨ଟି ଓଡ୍ରାଫ୍ ଓ … Read More

ବାତ୍ୟା ଗୁଲାବ୍‌ : ଏଯାଏ ୨୮ ଟ୍ରେନ୍‌ ବାତିଲ, 8ର ଗତିପଥ ପରିବର୍ତ୍ତନ ଏବଂ ୫ ଟ୍ରେନ୍‌ର ସମୟ ପୁନଃନିର୍ଦ୍ଧାରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାତ୍ୟା ଗୁଲାବ୍‌ ଏବଂ ତଦ୍‌ଜନିତ କ୍ଷୟକ୍ଷତିକୁ ଆଶଙ୍କା କରି ପୂବତଟ ରେଳବାଇ ପକ୍ଷରୁ ସତର୍କ ପଦକ୍ଷେପ ଗ୍ରହଣ କରାଯାଇଛି। ଏହିକ୍ରମରେ ସମ୍ପୃକ୍ତ ଅଞ୍ଚଳ ଦେଇ ଯାତାୟାତ କରିବାକୁ ଥିବା ଅଥବା ସେଠାରୁ ବାହାରୁଥିବା ଟ୍ରେନ୍‌ଗୁଡ଼ିକୁ ବାତିଲ୍‌ କରାଯାଇଛି। … Read More

ଆସୁଛି ବାତ୍ୟା ଗୁଲାବ୍‌: ଆକାଶରେ କଳା ହାଣ୍ଡିଆ, ଆରମ୍ଭ ହେଲାଣି ବର୍ଷା, ଆଜି ସନ୍ଧ୍ୟାରୁ ତୋଫାନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ୍‌ କ୍ରମଶଃ ଓଡ଼ିଶା ଓ ଆନ୍ଦ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି। ଏହା ଘଣ୍ଟାକୁ ୬ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଥିତବାରେୁ ଆଜି ବିଳମ୍ବିତ ସନ୍ଧ୍ୟା … Read More