ବଙ୍ଗୋପସାଗରରୁ ଆସୁଥିବା ବାତ୍ୟାର ନାଁ ମୋଚା କାହିଁକି, କ’ଣ ରହିଛି ବିପଦ ? ଜାଣନ୍ତୁ ସବୁ କିଛି

ଭୁବନେଶ୍ୱର: ବଙ୍ଗୋପସାଗରରୁ ଆସୁଥିବା ସାମୁଦ୍ରିକ ଝଡ଼ ‘ମୋଚା’ ଯେକୌଣସି ସମୟରେ ସ୍ଥଳଭାଗ ଛୁଇଁପାରେ । ଚଳିତ ବର୍ଷ ଏହା ହେବ ୨୦୨୩ର ପ୍ରଥମ ବାତ୍ୟା । ମେ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସତର୍କ ସୂଚନା ଜାରି … Read More

ସ୍ଥଳଭାଗ ଛୁଇଁଲା ଘୁର୍ଣ୍ଣିବାତ୍ୟା ‘ନିଭାର’

ଚେନ୍ନାଇ , (ଓଡିଶା ଟାଇମ୍) : ଘୁର୍ଣ୍ଣିବାତ୍ୟା ‘ନିଭାର’କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ’ ପର୍ଯ୍ୟାୟଭୁକ୍ତ କରାଯିବା ପରେ ଏଥିପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ … Read More

ଆଜି ସନ୍ଧ୍ୟାରେ ଉପକୂଳ ଛୁଇଁବ ଘୂର୍ଣ୍ଣିବାତ୍ୟା ‘ନିଭାର’

ଚେନ୍ନାଇ, (ଓଡିଶା ଟାଇମ୍) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟା ‘ନିବାର’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଚେନ୍ନଇସ୍ଥିତ ପାଣିପାଗ … Read More

ଭୀଷଣ ବାତ୍ୟା ରୂପ ନେବ ‘ନିଭାର’

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍‌’। ୨୫ ତାରିଖ ଅପରାହ୍‌ଣରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ … Read More

୨୪ରେ ବାତ୍ୟାର ରୂପ ନେବ ‘ନିଭାର’

ଭୁବନେଶ୍ବର, (ଓଡିଶା ଟାଇମ୍) :ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ୨୪ ତାରିଖରେ ‘ନିଭାର’ ବାତ୍ୟା ରୂପ ନେବ ବୋଲି ଅନୁମାନ କରାଯାଉଛି । ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି … Read More

ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଆରବ ସାଗରରେ ବାତ୍ୟା ନିସର୍ଗର ରୂପ ନେଇଛି ଗଭୀର ଅବପାତ । ବର୍ତ୍ତମାନ ସୁରତଠାରୁ ୬୪୦କିମି ଓ ମୁମ୍ବାଇଠାରୁ ୪୩୦ କିମି ଦୂରରେ ଅଛି ନିସର୍ଗ । ଆଗାମୀ ୧୨ଘଣ୍ଟାରେ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ ନିସର୍ଗ … Read More

ଭୁବନେଶ୍ୱରରେ କାଳ ବୈଶାଖୀ ତାଣ୍ଡବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୋରରୁ ଭୁବନେଶ୍ୱର ସହ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଜୋରରେ ପବନ ବହିବାରୁ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ବିଜୁଳି, ଘଡଘଡି ସହ … Read More

ପାରାଦୀପଠୁ ୧୦୦୦ କିଲୋମିଟର ଦୂରରେ ଅମ୍ପନ‌, କାଲି ସକାଳେ ସାଂଘାତିକ ବାତ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ କ୍ରମଶଃ ଅଧିକ ସଂଘଟିତ ହେବାରେ ଲାଗିଛି। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଏହା ଘଣ୍ଟା ପ୍ରତି ୬ କିଲୋମିଟର ଦୂରରେ ଗତି କରୁଛି। ସକାଳ ସାଢ଼େ  … Read More

ଉପକୂଳରେ ‘ବୁଲ୍‌ ବୁଲ୍‌’: ୨୪ଘଣ୍ଟା ଝଡ଼ ତୋଫାନ ଓ ବର୍ଷା, ସତର୍କ ରହନ୍ତୁ

ଭୁବନେଶ୍ଵର, (ଓଟି): ଶୁକବାର ମଧ୍ୟରାତ୍ରୀରୁ ଶନିବାର ମଧ୍ୟରାତ୍ରୀ ଯାଏ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ବିପଦ ରହିଛି। କାରଣ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ର ପ୍ରଭାବରେ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ଝଡ଼ ବୋହିବା ଆଶଙ୍କା … Read More

୧୨ ଘଣ୍ଟାରେ ଡିପ୍ରେସନ୍‌, ୪୮ ଘଣ୍ଟାରେ ବାତ୍ୟା, ୯ରୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ୍‌ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ କ୍ରମଶଃ ଉଗ୍ରରୂପ ନେବାରେ ଲାଗିଛି।  ଏହି ଝଡ଼ ଏବେ ଏକ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହି ଲଘୁଚାପର କେନ୍ଦ୍ରବିନ୍ଦୁ ବଙ୍ଗୋପସାଗରେ ଅଧିକ ଘନୀଭୂତ ହୋଇ … Read More