ବସ ଭଡ଼ା ବଢିବା ପରେ ଭୁବନେଶ୍ବରରୁ ଜିଲ୍ଲାମୁଖ୍ୟାଳୟ ଗୁଡ଼ିକୁ କେତେ ଟଙ୍କା ଭଡ଼ା ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବସ ଭଡ଼ା ବଢ଼ିବା ପରେ ଏବେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ସବୁ ଜିଲ୍ଲା ମୁଖ୍ୟାଳୟକୁ କଣ ରହିଛି ବସ ଭଡ଼ା ଜାଣନ୍ତୁ ।  ଏବେ କଟକକୁ ସାଧାରଣ ବସ୍‌ ଭଡ଼ା ୨୮ ଟଙ୍କା, ଏକ୍ସପ୍ରେସ ୨୯ ଟଙ୍କା, … Read More

କୋଭିଡ୍ ନିୟମ ପାଳନ କରି ଦୁର୍ଗାପୂଜା ଆୟୋଜନକୁ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆଡମ୍ବରଶୁନ୍ୟ ଭାବରେ ପାଳନ ହେବ ଦୁର୍ଗାପୂଜା। ଏହି ବର୍ଷ ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । … Read More

କଟକରେ ସାର୍ବଜନୀନ ଗଣେଶ ପୂଜାକୁ ମିଳିବନି ଅନୁମତି : ଡିସିପି

କଟକ, (ଓଡିଶା ଟାଇମ୍) : ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ । କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି । ସାଂପ୍ରତିକ କରୋନା ପରିସ୍ଥିତି ଦେଖୁ ଅନୁମତି ଦିଆଯାଇପାରିବ ନାହିଁ … Read More

ଟ୍ବିନ୍‌ସିଟିରେ ଦାୟିତ୍ଵ ନେଲେ ନୂଆ ଡିସିପି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଟ୍ୱିନସିଟିର ଦୁଇ ନବ ନିଯୁକ୍ତ ଡିସିପି । ଭୁବନେଶ୍ୱରର ନୂଆ ଡ଼ିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ଅନୁପ ସାହୁଙ୍କ ଠାରୁ ସେ … Read More

ରାଜଧାନୀରେ କଡାକଡି ହେବ ଲକଡାଉନ୍:ପୁଲିସ କମିଶନର 

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଲକଡାଉନ୍‌କୁ କଡାକଡି ଭାବେ ପାଳନ କରାଯିବ । ଏପରିକି ଆଇନ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ରାଜଧାନୀରେ ସ୍ଥିତି … Read More

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଭୁବେନଶ୍ୱର ଓ କଟକ ଡିସିପି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି। ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ  କଟକ … Read More

ଥାନା IICଙ୍କୁ କରୋନା, କଣ୍ଟେନମେଣ୍ଟ ଜୋନରେ ଘୋଷଣା ହେଲା ବଡ଼ମ୍ବା ଥାନା

କଟକ, (ଓଡିଶା ଟାଇମ୍) : କଟକ ଜିଲ୍ଲା ଆଠଗଡର ବଡ଼ମ୍ବା ଥାନାକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି । ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହ ଥାନାରେ ଥିବା … Read More

କରୋନା ନେଲା ଆଉ ଦୁଇ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ … Read More

ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ବର, (ଓଡିଶା ଟାଇମ ) : ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ୍ । ତହସିଲଦାରଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଲାଞ୍ଚ ନେବା ଅଭିଯୋଗରେ ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ସୂଚନାଯୋଗ୍ୟ ଯେ, … Read More

ଟ୍ରକ ଆସୋସିଏସନ୍‌ର ଆନ୍ଦୋଳନ ଧମକ,ଟିକସ ଛାଡ କର

ଭୁବନେଶ୍ବର, (ଓଡିଶା ଟାଇମ୍) :ଲକଡାଉନ ସମୟରେ ଟ୍ରକ ଗୁଡିକ ଠିଆ ହୋଇ ରହିଲା । ଆଉ କିଛି ଟ୍ରକ କୋରୋନା ମୁକାବିଲାରେ ରାସ୍ତାରେ ଗଡିଥିଲା । ଫଳରେ ଟ୍ରକ ମାଲିକଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ରାଜ୍ୟ ସରକାରଙ୍କୁ ଟ୍ରକ୍‌ … Read More