ବ୍ରହ୍ମପୁରରୁ ଆନ୍ଧ୍ର ଚାଲାଣ ହେଉଛି ରୂପା ଈଟା, ୬୧ କେଜି ରୂପା ଈଟା ସହ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (ଓଡିଶା ଟାଇମ୍) :  ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଚାଲାଣ ବେଳେ ପୋଲିସ୍ ହାତରେ ଧରା ପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । … Read More