ଦୀପାବଳିରେ ବାଣ ଫୁଟାଇବା ନିଷେଧ

ଭୁବନେଶ୍ବର, (ଓଡିଶା ଟାଇମ୍) :ଏଥର ଖୋଲିବନି ବାଣ ଦୋକାନ, ଆଉ ଫୁଟିବ ନାହିଁ ବାଣ। ରାଜ୍ୟ ତମାମ କଟକଣା ଜାରି କରିଛନ୍ତି ରିଲିଫ୍ କମିଶନର।  ନଭେମ୍ବର ୧୦ରୁ ୩୦ ଯାଏଁ କଟକଣା ଜାରି ରହିବ। ଦୀପାବଳିରେ ପାରମ୍ପାରିକ ଭାବେ ଘରେ ପାଳନ … Read More