ରାଜଧାନୀରେ କଡାକଡି ହେବ ଲକଡାଉନ୍:ପୁଲିସ କମିଶନର
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଲକଡାଉନ୍କୁ କଡାକଡି ଭାବେ ପାଳନ କରାଯିବ । ଏପରିକି ଆଇନ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ରାଜଧାନୀରେ ସ୍ଥିତି … Read More