ଶିରିପୁର ଲକ୍ଷ୍ମୀବଜାର ବସ୍ତିରେ କରୋନା ସଂକ୍ରମଣ: ଅବରୋଧ ଅଞ୍ଚଳ ଘୋଷିତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭୁବନେଶ୍ଵରରେ କରୋନା ସ୍ଥାନୀୟ ସଂକ୍ରମଣ ଭୟ ଦେଖା ଦେଇଛି। ଶିରିପୁସ୍ଥିତ ଲକ୍ଷ୍ମୀବଜାର ବସ୍ତିରୁ ଲଗାତାର ଗୋଟିକ ପରେ ଗୋଟିଏ କରୋନା ସଂକ୍ରମିତଙ୍କୁ ଠାବ କରିବା ପରେ ଏହି ଅଞ୍ଚଳରୁ ଯେମିତି ଅନ୍ୟ ଅଞ୍ଚଳକୁ କରୋନା ଭୁତାଣୁ ସଂକ୍ରମିତ … Read More