ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୬୨ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୬୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୯୭ ଜଣ କୋରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ … Read More

ଆସିଲା ୮୦ ସଂକ୍ରମିତଙ୍କ ତଥ୍ୟ, ପଢନ୍ତୁ ଜିଲ୍ଲାୱାରୀ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି । ତେବେ ସମସ୍ତ ୮୦ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର … Read More

ଯାଜପୁର ଜିଲ୍ଲାର ୧୩ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ସୁସ୍ଥ ହୋଇ … Read More

ରାଜ୍ୟରେ ଆଉ ୪୩ କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,(ଓଡିଶା ଟାଇମ୍): ରାଜ୍ୟରେ ଆଉ ୪୩ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୩୬ ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି … Read More

ଦେଶରେ ୩୫୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଭାରତରେ ଏବେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଅଦ୍ୟାବଧି ଦେଶରେ ୧ ଲକ୍ଷ ୧୮ ହଜାର ୪୭୭ ଜଣ କୋରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ … Read More

ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ଏକାଥରରେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୯୩ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ବଦଳିଲା କରୋନା ଭୁତାଣୁ ପରୀକ୍ଷା ନିୟମ: ଇନ୍‌ଫ୍ଲୁଏନ୍‌ଜା ଥିଲେ ୭ ଦିନରେ ପରୀକ୍ଷା, ବିନା ପରୀକ୍ଷାରେ ଅସ୍ତ୍ରୋପଚାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର୍‌) କରୋନା ପରୀକ୍ଷା ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି।  କୌଣସି ପ୍ରବାସୀ ବା ରାଜ୍ୟ ଫେରନ୍ତା ଅଥବା କ୍ଵାରେଣ୍ଟୀନ୍‌ରେ ଥିବା କୌଣସି ବ୍ୟକ୍ତିଙ୍କ ପାଖଷର ଯଦି ଇନ୍‌ଫ୍ଲୁଏଞ୍ଜା  ଲକ୍ଷଣ ଦେଖାଯାଏ ତେବେ … Read More

#covid19: ରାଜ୍ୟରେ ୭୮ହଜାର୨୩୩ ନୂଆ କରୋନା ସନ୍ଦିଗ୍ଧ

ଭୁବନେଶ୍ଵର, (ଓଟି): ବିଗତ କିଛିଦିନରେ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ୭୮ ହଜାର୨୩୩ ଜଣଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛି ଓଡ଼ିଶା ସରକାର। ଏହି ସନ୍ଦେହ କରୋନା ସଂକ୍ରମଣର ବର୍ଦ୍ଧିତ ହାରକୁ ଦେଖି ବିଚାର କରାଯାଉଛି। ଯେହେତୁ ଏମାନଙ୍କ ଭିତରୁ ଅନେକ କରୋନା … Read More

କରୋନା: ଅସରନ୍ତି ଭୟ, ଦେଶରେ ୫୬ ନୂଆ ଆକ୍ରାନ୍ତ

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବିନା ବ୍ରେକ୍‌ରେ ବଢ଼ି ଚାଲିଛି। ଶନିବାରଦିନ ଭାରତର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଆହୁରି ୫୬ଜଣଙ୍କ ନାଁ ଯୋଡ଼ି ହୋଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ରହିଛି। ଏଥିରୁ ୨୪୪ ଭାରତୀୟ ନାଗରିକ ହୋଇଥିବାବେଳେ … Read More